ସିବିଏସଇ ଦଶମ ଓଡିଆ ପରୀକ୍ଷା ମୂଲ୍ୟାୟନରେ ତ୍ରୁଟି ଅଭିଯୋଗ ଘଟଣା: ମୂଲ୍ୟାୟନ ତ୍ରୁଟିର ଯାଞ୍ଚ କରିବ କମିଟି

97

କନକ ବ୍ୟୁରୋ: ସିବିଏସଇ ଦଶମ ଓଡିଆ ପରୀକ୍ଷା ମୂଲ୍ୟାୟନରେ ତ୍ରୁଟି ଅଭିଯୋଗ ଘଟଣା । ଘଟଣାର ତଦନ୍ତ ପାଇଁ ସିବିଏସଇ ପକ୍ଷରୁ ବିଶେଷଜ୍ଞ କମିଟି ମଧ୍ୟ ଗଠନ ହୋଇଛି । ଓଡିଆ ପରୀକ୍ଷାରେ ପ୍ରଶ୍ନ ଓ ଉତ୍ତରରେ ସାମଞ୍ଜସ୍ୟ ନଥିବା ଅଭିଯୋଗ ଥିଲା । ୨୪ ଘଣ୍ଟାରେ ପଦକ୍ଷେପ ପାଇଁ ବିଶେଷଜ୍ଞ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି ।