ପିପିଲି ଏସଏସିରେ ୭ ନମ୍ବର ୱାର୍ଡରେ ଫୁଟିଲା ଗୁଳି : ଘଟଣାସ୍ଥଳରେ ଦୁଇ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ

86

କନକ ବ୍ୟୁରୋ : ପିପିଲି ୭ନମ୍ବର ୱାର୍ଡ ଗୁଳିକାଣ୍ଡ ଘଟଣାକୁ ନେଇ ଅଶାନ୍ତ ପରିବେଶ । ଭୟରେ ୱାର୍ଡ ବାସିନ୍ଦା । କମେଣ୍ଟ ମରା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ଡ ହୋଇଥିବା ବେଳେ ଗୁରୁତର ଭାବେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଦୁଇ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେପଟେ ଲୋକଙ୍କୁ ବୁଝାଇବା ପାଇଁ ବସିଥିବା ଶାନ୍ତି କମିଟି ଫେଲ ମାରିଛି ।