Browsing Tag

Flashback 2019

ସତ ହୋଇଥିଲା ‘ଅବ କି ବାର ୩୦୦ ପାର’ ନାରା । ୨୦୧୪ ସଫଳତାର ପୁନରାବୃତ୍ତି ହୋଇଥିଲା ୨୦୧୯ରେ, ମୋଦି ହାୱା ବିଜେପିକୁ ଆଣ…

କନକ ବ୍ୟୁରୋ : ଚଳିତ ସାଧାରଣ ନିର୍ବାଚନରେ ଦେଶରେ ପୁଣିଥରେ ଦେଖିବାକୁ ମିଳିଥିଲା ମୋଦି ମ୍ୟାଜିକ । ବିଜେପିର ଏହି ଐତିହାସିକ ସଫଳତା ପଛର ମୁଖ୍ୟ ବିନ୍ଧାଣୀ ସାଜିଥିଲେ ମୋଦି-ଶାହା ଯୋଡି । ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ଓ ରାଷ୍ଟ୍ରବାଦ ଆଧାରରେ ବିଜେପି ଏକାକୀ ହାସଲ କରିଥିଲା ବହୁମତ ।…

ପଞ୍ଚମ ପାଳି ପୂରା କଲେ ନବୀନ ରଚିବେ ନୂଆ ଇତିହାସ । ସବୁଠୁ ଅଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ରହିବାର ରେକର୍ଡ କରିବେ…

କନକ ବ୍ୟୁରୋ : ୨୦୧୯ ନିର୍ବାଚନରେ ପୁଣି ଥରେ ରାଜ୍ୟରେ ବିଜେଡି ଜନତାଙ୍କ ବିଶ୍ୱାସ ଜିତି ପାରିଛି । ପଂଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାର ଗଠନ କରିଛି । ସାରା ଦେଶରେ ମୋଦିଙ୍କ ହାୱା ବହୁଥିବା ବେଳେ ନବୀନଙ୍କ ଲୋକପ୍ରିୟତା ଆଗରେ ଓଡ଼ିଶାରେ କାମ…

ବାୟୁସେନା ଦିବସରେ ପୁଣି ପରାକ୍ରମ ଦେଖାଇଥିଲେ ଭାରତର ବୀରପୁତ୍ର ଅଭିନନ୍ଦନ : ଉଡ଼ାଇଥିଲେ ଲଢୁଆ ବିମାନ, ତାଳିରେ ଫାଟି…

କନକ ବ୍ୟୁରୋ: ପାକିସ୍ତାନର ଏଫ୍ ୧୬ ବିମାନକୁ ଶତ୍ରୁ ମାଟିରେ ଖସାଇଥିବା ବୀର ପୁତ୍ର ଅଭିନନ୍ଦନ ବର୍ଦ୍ଧମାନ ଗାଜିଆବାଦ ଏୟାରବେସରେ ଲଢ଼ୁଆ ମିଗ୍-୨୧ ବିମାନ ଉଡ଼ାଇଥିଲେ। ବାୟୁସେନାର ପ୍ରତିଷ୍ଠା ଦିବସ ଅବସରରେ ତାଙ୍କୁ ସମ୍ମାନିତ ମଧ୍ୟ କରାଯାଇଥିଲା। ୮୭ ତମ ବାୟୁସେନା ଦିବସ ଅବସରରେ ବାଲାକୋଟ୍…

ବଢୁଛି ବିବାଦ ଜଳୁଛି ଦେଶ ! ଯେବେଠୁ ବିଲ୍ ଆଇନରେ ପରିଣତ ହୋଇଛି, ସେବେଠୁ ପ୍ରତିବାଦ ନିଆଁ ଦେଶବ୍ୟାପୀ ଜଳୁଛି । 

କନକ ବ୍ୟୁରୋ: ନାଗରିକତା ସଂଶୋଧିତ ଆଇନକୁ ନେଇ ଦେଶରେ ହଟଚମଟ ଜାରି ରହିଛି । ଉତର-ପୂର୍ବ ରାଜ୍ୟରୁ ଆରମ୍ଭ ହୋଇଥିବା ଏହି ପ୍ରତିବାଦ ଲକ୍ଷ୍ନୌ, ଆଲିଗଡ଼, ବନାରସ, ହାଇଦ୍ରାବାଦ, ଚେନ୍ନାଇକୁ ବ୍ୟାପିଛି । ପଶ୍ଚିମବଙ୍ଗରେ ଆଇନ୍ ଲାଗୁ କରିବାକୁ ସିଧାସଳଖ ମନା କରିବା ପରେ ବି ମୁଖ୍ୟମନ୍ତ୍ରୀ ମମତା…

ମୋଦି ହାୱାରେ ଧ୍ୱସ୍ତବିଧ୍ୱସ୍ତ ହୋଇଥିଲା କଂଗ୍ରେସ ଶିବିର, ପାରମ୍ପରିକ ଆସନରେ ପରାଜୟର ମୁହଁ ଦେଖିଥିଲେ ରାହୁଲ ।…

କନକ ବ୍ୟୁରୋ : ୨୦୧୪ରେ ଠାରୁ ୨୦୧୯ରେ ଦେଶରେ ଆହୁରି ଜୋରରେ ବହିଥିଲା ମୋଦି ହାୱା । ଆଉ ଏଥିରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା ବିରୋଧୀ ଶିବିର । ଖାସକରି ମୋଦି ଓ ଶାହାଙ୍କ ସୁଚିନ୍ତିତ ରଣନୀତି ଆଗରେ ମୁଣ୍ଡ ନୁଆଇଁଥିଲା କଂଗ୍ରେସ । ଏପରିକି ସାଧାରଣ ନିର୍ବାଚନରେ କଂଗ୍ରେସର ଗଡ ଦୋହଲି ଯାଇଥିଲା…

ସିଏବିରୁ ସିଏଏ: ଖୋଲା ଚ୍ୟାଲେଞ୍ଜ ଦେଇଥିଲେ ୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀ । ଏପଟେ ଓଡ଼ିଶାର ମୁସଲିମ୍ ସମ୍ପ୍ରଦାୟକୁ ନବୀନ…

କନକ ବ୍ୟୁରୋ : ନାଗରିକତା ସଂଶୋଧନ ବିଲ ଆଇନରେ ପରିଣତ ହେବା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ସିଏବିକୁ ନିଜ ରାଜ୍ୟରେ ଲାଗୁ କରିବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି । ସେମାନେ ହେଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଛତିଶଗଡ…