ଭାରସାମ୍ୟ ହରାଇ ଘାଟିରୁ ନଦୀକୁ ଖସିଲା ଯାତ୍ରୀବାହୀ ବସ୍ । ୮ ମୃତ, ୧୭ ଆହତ । ଉଦ୍ଧାରକାର୍ଯ୍ୟ ଜାରି । ରିଷିକେଶ-ବଦ୍ରିନାଥ ହାଇୱେରେ ଦୁର୍ଘଟଣା

365

କନକ ବ୍ୟୁରୋ: ଉତରାଖଣ୍ଡରେ ମର୍ମନ୍ତୁଦ ଦୁ ର୍ଘଟଣା । ଘାଟିରୁ ଅଳକାନନ୍ଦା ନଦୀକୁ ଖସିପଡିଲା ଯାତ୍ରୀବାହୀ ଗାଡି । ଦୁର୍ଘଟଣାରେ ୮ ଜଣ ତୀର୍ଥ ଯାତ୍ରୀ ପ୍ରାଣ ହରାଇଥିବାବେଳେ ଏଲକାଧିକଙ୍କ ଅବସ୍ଥା ଓଙ୍କଟାପନ୍ନ ରହିଥିବା ସୂଚନା ରହିଛି । ଗାଡିରେ ୧୭ରୁ ଅଧକ ଯାତ୍ରୀ ଥିଲେ । ରିଷିକେଶ-ବଦ୍ରିନାଥ ହାଇୱେ ଘାଟି ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ଏସଡିଆରଏଫ ଓ ସ୍ଥାନୀୟ ପୁଲିସ ପହଞ୍ଚିି ଉଦ୍ଧାର ଜାରି ରଖିଛନ୍ତି ।