ସିସିଟିଭିରେ କଏଦ ହେଲା ଦାଦାବଟିର ଦୃଶ୍ୟ ! ଦୁର୍ବୃତଙ୍କ ଟାର୍ଗେଟରେ ବ୍ରହ୍ମପୁରର ମହିଳା ବ୍ୟବସାୟୀ

48

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ : ଦୁଇ ଦୁଇଜଣ ବାହୁବଳୀ ଗିରଫ ହେଲେଣି । ଅନେକ ଦୁର୍ଦ୍ଦାନ୍ତ ଅପରାଧି ଜେଲରେ । ହେଲେ କ୍ରାଇମ କ୍ୟାପିଟାଲ ବ୍ରହ୍ମପୁରରେ କିନ୍ତୁ ଦାଦାବଟି ଆଦାୟ ବନ୍ଦ ହେଉନି । ଏହାର ପ୍ରମାଣ ଲାଗିଛି କନକ ନ୍ୟୁଜ୍ ହାତରେ । ଏଥର ଦାଦାଙ୍କ ଟାର୍ଗେଟକୁ ଆସିଛନ୍ତି ଜଣେ ମହିଳା ବ୍ୟବସାୟୀ । ଥାନାରେ ଅଭିଯୋଗ ପରେ ଜଣେ ଅଭିଯୁକ୍ତକୁ ପୁଲିସ ଦୁଇ ଦୁଇଥର ଗିରଫ କରିଛି । ହେଲେ ମାଷ୍ଟର ମାଇଣ୍ଡକୁ କିନ୍ତୁ ପୁଲିସ ଧରିପାରୁନି । ଦେଖନ୍ତୁ ସିସିଟିଭି ଫୁଟେଜରେ ଦାଦାବଟି ଆଦାୟର ଦୃଶ୍ୟ।