ଭୁଶୁଡିଲା ରାମଦେବୀ ବିଶ୍ୱବିଦ୍ୟାଳୟ ପାଚେରି । ଧସିଗଲା ରୂପାଲି ଛକ ପାର୍ଶ୍ୱ ୧୦୦ ଫୁଟର ପାଚେରୀ

224

କନକ ବ୍ୟୁରୋ: ଭୁଶୁଡିଲା ରମାଦେବୀ ବିଶ୍ୱବିଦ୍ୟାଳୟର ନବନିର୍ମିତ ପାଚେରି । ରାଷ୍ଟ୍ରପତି ଆସିବେ ବୋଲି ରୂପାଲି ଛକ ପାଶ୍ୱର୍ରେ ତିଆରି ହୋଇଥିଲା ୧୦୦ ଫୁଟ୍ ଲମ୍ବା ନୁଆ ପାଚେରୀ । ହେଲେ ୨ ମାସ ନ ପୁରୁଣୁ ଏବେ ପାଚେରୀ ଭାଙ୍ଗିଛି । ଏହି ସମୟର ଏକ ସିସିଟିଭି ଫୁଟେଜ ଏବେ ସାମ୍ନାକୁ ଆସିଛି । ପାଚେରୀ ନିର୍ମାଣ କାମ ନିମ୍ନମାନର ହୋଇଥିବା ପଦାରେ ପଡିଛି ।