ବିଜେପି ଛାଡିଲେ ରାଜୁ ଦାସ: ବିଜେଡିରେ ହେଲେ ସାମିଲ, ମୁଣ୍ଡିଆ ମାରି ପଶିଲେ ଶଙ୍ଖଭବନ

7,023

କନକ ବ୍ୟୁରୋ: ବିଜେଡିରେ ସାମିଲ ହେଲେ ରାଜେନ୍ଦ୍ର କୁମାର ଦାସ । ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ହେଲେ ସାମିଲ । ଶଙ୍ଖ ଭବନକୁ ଯାଇ ବିଜେଡିରେ ହେଲେ ସାମିଲ । ଶଙ୍ଖଭବନକୁ ଯିବା ପୂର୍ବରୁ ଚପଲ ଓହ୍ଲାଇ ମାରିଲେ ମୁଣ୍ଡିଆ । ରାଜୁ ଦାସ ପ୍ରଥମେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ । ସୋରରୁ ରାଜୁଙ୍କ ନାଁ ବିଜେପି ଘୋଷଣା କରିଥିଲେ ବି ଶେଷ ମୂହୂର୍ତରେ ପର୍ଶୁରାମ ଧଡାଙ୍କୁ ଟିକେଟ ଦେଇଥିଲା । ଏହାପରେ ରାଜୁ ଦାସ ବିଜେପି ଛାଡି ଏବେ ବିଜେଡିରେ ସାମିଲ ହୋଇଥିଲେ ।