ପୁରୀ : ସାତ ପାହଚରେ ଅସୁସ୍ଥ ହୋଇ ପଡ଼ିଥିବା ଭକ୍ତଙ୍କର ମେଡିକାଲରେ ମୃତ୍ୟୁ

27

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିସରରେ ଅଘଟଣ । ସାତ ପାହଚରେ ଅସୁସ୍ଥ ହୋଇ ଜଣେ ଭକ୍ତ ପଡି ଗୁରୁତର ହୋଇଥିଲେ । ତାଙ୍କୁ ମେଡିକାଲ ଭର୍ତ୍ତିି କରାଯାଇଥିଲା । ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି ।