ଭୁବନେଶ୍ୱର ରେଳ ଷ୍ଟେସନକୁ ଯାତାୟାତ କରୁନି ଟ୍ରେନ: ୪ ଘଣ୍ଟା ଧରି କୌଣସି ଟ୍ରେନ ଆସୁନଥିବା ସୂଚନା

7,070

କନକ ବ୍ୟୁରୋ: ଭୁବନେଶ୍ୱର ରେଳ ଷ୍ଟେସନକୁ ଯାତାୟାତ କରୁନି ଟ୍ରେନ । ୪ ଘଣ୍ଟା ଧରି କୌଣସି ଟ୍ରେନ ଆସୁନଥିବା ସୂଚନା । ଅପରାହ୍ନ ୪ଟା ୩୦ରୁ ଟ୍ରେନ ଚଳାଚଳ ଠପ । ଷ୍ଟେସନରେ ହଜାର ହଜାର ଯାତ୍ରୀଙ୍କ ଲାଗିଛି ଭିଡ । ରେଳଯାତ୍ରୀଙ୍କୁ ଦିଆଯାଇନି କୌଣସି ସୂଚନା । ଟ୍ରେନ ଠିକ ସମୟରେ ନଆସିବାରୁ ଯାତ୍ରୀ ଅସନ୍ତୋଷ । ଟ୍ରାକ କାମ ଚାଲୁଥିବାରୁ ଟ୍ରେନ ଆସୁନଥିବା ସୂଚନା ।