କନକ ବ୍ୟୁରୋ : ଦଳ ଭିତରେ ଏକାକୀ ନାହାଁନ୍ତି । ତାଙ୍କ ପଛରେ ରହିଛି ହାଇକମାଣ୍ଡଙ୍କ ସମର୍ଥନ । ନହେଲେ ସେ ଆଜି ବିରୋଧୀ ଦଳ ନେତା ହୋଇ ରହିନଥାନ୍ତେ । ଏକ ସ୍ୱତନ୍ତ୍ର ସାକ୍ଷାତକାରରେ କନକ ନ୍ୟୁଜକୁ ଏହା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ।
Kanak News is now on WhatsApp
Join and get latest news updates delivered to you via WhatsApp
ଦେଖନ୍ତୁ ଏହି ଭିଡିଓ –