ଜମି ବିବାଦକୁ ନେଇ ମା’, ଝିଅଙ୍କୁ ଛୁରାମାଡ । ଝିଅ ମୃତ, ମା’ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି । 

404

କନକ ବ୍ୟୁରୋ: ଜମି ବିବାଦକୁ ନେଇ ସମ୍ବଲପୁର ଅଇଁଠାପାଲି ଥାନା ଦୀନାପାଲିରେ ମାଆ ଓ ଝିଅଙ୍କୁ ଛୁରାମାଡ଼ ଘଟଣା  । ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଝିଅ ପାୟଲ ଦାସଙ୍କ ମୃତ୍ୟୁ ହୋଇଛି  । ଗୁରୁତର ପାୟଲଙ୍କ ମାଆଙ୍କର ବୁର୍ଲା ଡାକ୍ତରଖାନାରେ ଚିକିତ୍ସା ଚାଲିଛି  । ଛୁରାମାଡ଼ କରିଥିବା ସୁରଜକୁ ଗିରଫ କରାଯାଇଥିବା ବେଳେ ହତ୍ୟା ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି  ।