ମୌସୁମୀ ବର୍ଷା ଆରମ୍ଭରୁ ବେହାଲ ଢେଙ୍କାନାଳର ତଳି ଅଂଚଳ: ଟାଉନ୍ ପ୍ଲାନିଂ ଓ ଗାୟତ୍ରୀନଗରରେ ରାସ୍ତା ଉପରେ ବହିଲା ୨ ଫୁଟ ଉଚ୍ଚର ପାଣି

140

କନକ ବ୍ୟୁରୋ: ବର୍ଷା ଆରମ୍ଭରୁ ବେହଲା ସହର ଅବସ୍ଥା । ମୌସୁମୀ ବର୍ଷା ଆରମ୍ଭ ହେଉ ହେଉ ଢେଙ୍କାନାଳ ସହରର ତଳି ଅଂଚଳରେ ଲୋକଙ୍କ ଘରେ ପଶି ଯାଇଛି ବର୍ଷା ପାଣି । ଟାଉନ୍ ପ୍ଲାନିଂ ଓ ଗାୟତ୍ରୀନଗରରେ ରାସ୍ତା ଉପରେ ୨ ଫୁଟ ଉଚ୍ଚର ପାଣି ବହିଛି । ସହରର ତଳି ଅଂଚଳରୁ ଜଳ ନିଷ୍କାସନ ପାଇଁ ମ୍ୟୁନିସିପାଲଟି ପକ୍ଷରୁ କୌଣସି ବ୍ୟାବସ୍ଥା କରାଯାଇନଥିବାରୁ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । ବର୍ଷା ଯୋଗୁଁ ଘରୁ ବାହାରି ହେଉନାହିଁ ।