ସରେଣ୍ଡର ପାଇଁ ମିଳିଲା ସାବାସୀ : ପୁଲିସ୍ ମେଡାଲ ତାଲିକାର ଶୀର୍ଷରେ ମାଲାକାନଗିରି ଏସପି

44

କନକ ବ୍ୟୁରୋ : ପୁଲିସ୍ ସେବା କ୍ଷେତ୍ରରେ ସାହାସିକତା ଏବଂ ପ୍ରଶଂସନୀୟ କାର୍ଯ୍ୟ ପାଇଁ ସ୍ୱାଧିନତା ଦିବସ ଅବସରରେ ୨୧ ଜଣ ପୁଲିସ ଅଧିକାରୀ ଏବଂ କର୍ମଚାରୀଙ୍କୁ ମିଳିଛି ପୁଲିସ ମେଡ଼ାଲ । ମାଓଗଡ଼ ଭାବେ ପରିଚିତ ଥିବା ମାଲକାନଗିରି ଜିଲ୍ଲାରେ ମାଓ ଦମନ ଏବଂ ମାଓବାଦ ଉପରେ ବିଶ୍ୱାସ କରୁଥିବା ଲୋକଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ପୁଲିସ୍ ମେଡ଼ାଲ ତାଲିକାର ଶୀର୍ଷରେ ମାଲକାନଗିରି ଏସପି ମିତ୍ରଭାନୁ ।