ମା’ ବିରଜାଙ୍କ ମହାନବମୀ ପୂଜା : ମହାପଞ୍ଚମୀରୁ ଚାଲିଥିବା ପୂଜାର ଆଜି ପୂର୍ଣ୍ଣାହୂତି 

70

କନକ ବ୍ୟୁରୋ : ସମ୍ପୂର୍ଣ୍ଣ ରୀତିନୀତର ସହ ବିଭିନ୍ନ ସ୍ଥାନରେ ଚାଲିଛି ମା’ଙ୍କ ନବଦିନାତ୍ମକ ପୂଜା । ଆଜି ମା’ ବିରଜାଙ୍କ ମହାନବମୀ ପୂଜା । ଦୁର୍ଗା ପୂଜା ଅବସରରେ ମା’ ବିରଜାଙ୍କ ପାଖରେ ଚାଲିଥିବା ଷୋଡ଼ଶ ଉପଚାର ପୂଜା ଶେଷ ହୋଇଥିବା ବେଳେ ଆଜି ମା’ଙ୍କ ନବମୀ ପୂଜା । ମହାପଞ୍ଚମୀରୁ ଚାଲିଥିବା ପୂଜାର ଆଜି ପୂର୍ଣ୍ଣାହୂତି କରାଯିବ । ରାତିରେ ସୁସଜ୍ଜିତ ବିମାନରେ ମା’ଙ୍କ ବିଜୟ ପ୍ରତିମାଙ୍କୁ ଲାଖ ବିନ୍ଧା ପଡ଼ିଆକୁ ନିଆଯାଇ ମା’ଙ୍କ ଦିଗବିଜୟ ଯାତ୍ରା ଅନୁଷ୍ଠିତ ହେବ । ମା’ ବିରଜାଙ୍କ ଗତକାଲି ରଥଯାତ୍ରା ଶେଷ ହୋଇଛିି ।