୧୯୯୮ ପୋଲିସ-ଜନତା ସଂଘର୍ଷ ଘଟଣା : ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ

300

କନକ ବ୍ୟୁରୋ : ୧୯୯୮ ପୋଲିସ-ଜନତା ସଂଘର୍ଷ ଘଟଣା । ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ । ନାରାୟଣଙ୍କ ସମେତ ୧୩ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ତତ୍କାଳୀନ ଆରଆଇ ବିନୟ ମେହେରଙ୍କୁ ହତ୍ୟା ହୋଇଥିଲା । ଟାଟା ଜମି ଅଧିଗ୍ରହଣ ବେଳେ ପୋଲିସ ଓ ଜନତା ମୁହାଁମୁହିଁ ହୋଇଥିଲେ । ପୂର୍ବତନ ବିଧାୟକଙ୍କ ସମେତ ୨୨ଜଣଙ୍କ ନାଁରେ ମାମଲା ଥିଲା । ୨୨ଜଣଙ୍କ ମଧ୍ୟରୁ ୮ଜଣଙ୍କ ମୃତ୍ୟୁ ହୋଇ ସାରିଛି ।