ଲାଇନଚ୍ୟୁତ ହେଲା ଜନଶତାବ୍ଦୀ ଏକ୍ସପ୍ରେସ୍ । ଗୋଟିଏ ବଗିର ଗୋଟିଏ ଚକ ଲାଇନଚ୍ୟୁତ

192

କନକ ବ୍ୟୁରୋ: ଭଦ୍ରକରେ ଲାଇନଚ୍ୟୁତ ହେଲା ଜନଶତାବ୍ଦୀ ଏକ୍ସପ୍ରେସ୍ । ଏକ୍ସପ୍ରେସର ଗୋଟିଏ ବଗିର ଗୋଟିଏ ଚକ ଲାଇନଚ୍ୟୁତ ହେଇଯାଇଛି । ତେବେ ମିଳିଥିବା ସୂଚନା ମୁତାବକ ଏଥିରେ କିଛି କ୍ଷୟକ୍ଷତି ହୋଇନାହିଁ । ଟ୍ରେନ୍ ହାୱଡାରୁ ଭୁବନେଶ୍ୱର ଆସୁଥିଲା । ଆଉ ଆସିବା ବାଟରେ ଟ୍ରାକରୁ ଖସିଛି ଟ୍ରେନର ଚକ ।