ବାଲେଶ୍ୱରରେ କର୍ଫ୍ୟୁ ଭିତରେ ଚାଲିଛି ଇଣ୍ଟରନେଟର ସଂର୍ଘଷ ,

107

କନକବ୍ୟୁରୋ: ବାଲେଶ୍ୱରରେ ଯେଉଁଠି ଆସୁଛି ଇଣ୍ଟରନେଟ ସେଇଠି ଲୋକଙ୍କ ଭିଡ । ଆଜି ଦିନ ବେଳା କରାଯାଇଥିଲା କର୍ଫୁ କୋହଳ । ବାଲେଶ୍ୱରରେ କର୍ଫ୍ୟୁ ଭିତରେ ଇଣ୍ଟରନେଟ ପାଇଁ ସଂର୍ଘଷ । ସହର ଛାଡି ଇଣ୍ଟର ନେଟ ଆସୁଥିବା ଅଂଚଳରେ ପ୍ରବଳ ଭିଡ । ଆଜି ଦିନ ବେଳା କରାଯାଇଥିଲା କର୍ଫ୍ୟୁ କୋହଳ । କିଏ ଗାଡି ରଖି ଇଣ୍ଟରନେଟ ର ସୁବିଧା ନେଉଛନ୍ତି ତ ଆଉ କିଏ ଦୁରକୁ ଯାଇ କରୁଛନ୍ତି ସର୍ଚ କରୁଛନ୍ତି ନେଟ । ଏଥିସହ ଅସୁବିଧା ର ସମ୍ମୁଖୀନ ହେଉଥିବା କଥା ସାଧାରଣ ଜନତା ମତ ଦେଇଛନ୍ତି । ନେଟ ବିନା ସବୁକିଛି ଠପ ହୋଇଯାଇଛି ବାଲେଶ୍ୱରରେ । ଯୁବପୀଢି ଏଥିପାଇଁ ବହୁତ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଦେଇଛି ।