କନକ ବ୍ୟୁରୋ : ସାରା ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଛି । ଆଜି ସକାଳୁ ସକାଳୁ ପ୍ରବଳ ଗୁଳୁଗୁଳି ଅନୁଭୁତ ହେଉଛି । ପଶ୍ଚିମ ଓଡିଶାରେ ନିଆଁ ବର୍ଷା ହେଉଛି କହିଲେ କିଛି ଭୁଲ ହେବନି । ୪୭ ଡିଗ୍ରୀ ସହ ଦେଶର ଉତପ୍ତ ସହର ପାଲଟିଛି ଟିଟଲାଗଡ । ଆସନ୍ତା ୨୫ ତାରିଖ ଯାଏଁ ଏଭଳି ପାଗ ଲାଗି ରହିବ ପୂର୍ବାନୁମାନ କରିଛି ଆଂଚଳିକ ପାଣି ପାଗ କେନ୍ଦ୍ର ।
Kanak News is now on WhatsApp
Join and get latest news updates delivered to you via WhatsApp