ପଟାମୁଣ୍ଡାଇରେ ଦିନ ଦ୍ୱିପହରରେ ଗୁଳିକାଣ୍ଡ : ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ

82

କେନ୍ଦ୍ରାପଡା : କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ଦିନ ଦ୍ୱିପହରରେ ଗୁଳିକାଣ୍ଡ । ଛେଦାର କେନାଲ ନିକଟରେ ଟାଟା ଏସି ଗାଡି ଭିତରୁ ଡ୍ରାଇଭରକୁ ଟାଣି ଆଣି ଗୁଳିକରିଛନ୍ତି ଦୁବୃର୍ତ । ଗୁଳିମାଡରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ୩ ଦୁବୃର୍ତ ଗୁଳିକାଣ୍ଡ କରି ଫେରାର ହୋଇଯାଇଛନ୍ତି । ତେବେ ଗୁଳିକାଣ୍ଡର କାରଣ ଜଣାପଡି ନଥିବା ବେଳେ ପୁଲିସ ଛାନଭିନ୍ ଜାରି ରଖିଛି ।