ମା’ ସହ ଦୁଇ ପିଲାଙ୍କ ଜୀବନ ନେଲା ହାତୀ । ବରଗଡ଼ ପଦ୍ମପୁରରେ ଅଘଟଣ । ହାତୀ ନେଲା ତିନି ଜୀବନ

264

କନକ ବ୍ୟୁରୋ: ବରଗଡ଼ ପଦ୍ମପୁରରେ ଅଘଟଣ । ମା ସହ ଦୁଇ ପିଲାଙ୍କ ଜୀବନ ନେଲା ହାତୀ । ଘର ବାହାରେ ଶୋଇଥିବା ବେଳେ ହାତୀ ଦଳିଦେବାକୁ ତିନି ଜଣଙ୍କ ମୃତ୍ୟୁ । ଅନ୍ୟ ଦୁଇ ଗୁରୁତର ହୋଇଛନ୍ତି । ପାଇକମାଲ ରେଞ୍ଜ ଝାରବନ୍ଧ ସହଲଡିହି ଗାଁରେ ବିଳମ୍ବିତ ରାତିରେୀ ହାତୀ ଉପଦ୍ରବକୁ ଚିନ୍ତାରେ ଲୋକେ । ଗତକାଲି ରାତିରି ବିପିନ ବରିହା ଓ ତାଙ୍କ ପରିବାର ଘର ପଛ ପଟେ ଶୋଇଥିବା ବେଳେ ତିନି ହାତୀ ହଠାତ୍ ଖାଦ୍ୟ ଅନେଶ୍ୱଣରେ ପଶିଆସିଥିଲେ । ଫଳରେ ବିପିନଙ୍କ ସ୍ତ୍ରୀ, ୧୦ ବର୍ଷର ଝିଅ ଏବଂ ତିନି ବର୍ଷର ପୁଅଙ୍କ ମତ୍ୟୁ ହୋଇଛି ।