ହାଟରେ ଜମିଲା ରାଜନୀତି ! ନିୟମଗିରିରେ ସାପ୍ତାହିକ ହାଟ ଉପରେ ରାଜନୀତି ଦଳଙ୍କ ଫୋକସ୍

30

କନକ ବ୍ୟୁରୋ : ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରାର୍ଥୀ ଗାଁ ଗାଁ ବୁଲି ପ୍ରଚାର କରିବା ସହ ସାପ୍ତାହିକ ହାଟକୁ ମଧ୍ୟ ମାଧ୍ୟମ କରିଛନ୍ତି । ରାୟଗଡା ନିୟମଗିରି ପାହାଡରେ ବସବାସ କରୁଥିବା ଡଙ୍ଗରିଆଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ସାପ୍ତାହିକ ହାଟରେ ସବୁ ଦଳର ପ୍ରାର୍ଥୀଙ୍କ ଭିଡ଼ ଲାଗୁଛି ।

ଏହା ସହିତ ଦେଖନ୍ତୁ ଏହି ଭିଡିଓ :