ଶିମିଳିପାଳ ଅଭୟାରଣ୍ୟରେ ଆରମ୍ଭ ହେଲା ହାତୀ ଗଣନା କାର୍ଯ୍ୟକ୍ରମ !

28

କନକ ବ୍ୟୁରୋ : ଶିମିଳିପାଳ ଅଭୟାରଣ୍ୟରେ ଆରମ୍ଭ ହୋଇଛି ହାତୀ ଗଣନା କାର୍ଯ୍ୟକ୍ରମ । ୨ ହଜାର ୭୫୦ ବର୍ଗ କିଲୋମିଟର ଶିମିଳିପାଳ କୋର ଏରିଆର ୭ଟି ରେଂଜରେ ୫ଦିନ ଧରି ଚାଲିବ ଏହି ଗଣନା କାର୍ଯ୍ୟକ୍ରମ । ଚଳିତବର୍ଷ ନୁଆକରି ଲାଇନ ଟ୍ରାଂଜିଟ ମେଥଡରେ ହାତୀ ଗଣନା କାର୍ଯ୍ୟକ୍ରମ କରାଯାଉଥିବାବେଳେ ବିଭିନ୍ନ ବର୍ଗର କର୍ମଚାରୀଙ୍କୁ ନେଇ ମୋଟ ୮୪ଟି ୟୁନିଟ ଗଠନ କରାଯାଇଛି ।