Browsing Category

ଦେଶ ବିଦେଶ

ବାବରଙ୍କ ଉପରେ ଖପ୍ପା ପାକିସ୍ତାନର ପୂର୍ବ ଅଧିନାୟକ । କହିଲେ, ବାବରଙ୍କ ଜିଦି ପାଇଁ ହାରୁଛି ପାକିସ୍ତାନ ।

କନକ ବ୍ୟୁରୋ :  ଟି-୨୦ ବିଶ୍ୱକପରେ ଦୁର୍ବଳ ଜିମ୍ବାୱେ ଠାରୁ ପରାଜିତ ହେବା ପରେ ପାକିସ୍ତାନର ପ୍ରଦର୍ଶନକୁ ନେଇ ଉଠିଛି ପ୍ରଶ୍ନ । ଖାସକରି ପାକିସ୍ତାନର ଅଧିନାୟକ ବାବର ଆଜମଙ୍କୁ ନେଇ ଖପ୍ପା ଅଛନ୍ତି ପାକିସ୍ତାନର ପୂର୍ବତନ କ୍ୟାପେଟନ ।  ପାକିସ୍ତାନ ଟିମର ୨ ପୂର୍ବତନ ଅଧିନାୟକ ୱାକର ୟୁନୁସ ଓ…
Read More...

ନୂଆ ଆଇଟି ନିୟମ ସାମାଜିକ ଗଣମାଧ୍ୟମ କମ୍ପାନୀର ମନମାନୀ ଉପରେ ଲଗାଇବ ବ୍ରେକ୍, ଭୁଲ ତଥ୍ୟ ପୋଷ୍ଟ କଲେ ତୁରନ୍ତ…

କନକ ବ୍ୟୁରୋ: ଆଇଟି ନିୟମରେ ସଂଶୋଧନ ପରେ ସାମାଜିକ ଗଣମାଧ୍ୟମର କମ୍ପାନୀ ଅଧିକ ସଚେତନ ହେବା ଆବଶ୍ୟକ ହୋଇପଡିଛି । ଅଧିକ ଦାୟିତ୍ୱବାନ ହୋଇ କାମ କଲେ କୌଣସି ବେଆଇନ ପୋଷ୍ଟ ରୋକାଯାଇପାରିବ । କେନ୍ଦ୍ର ଆଇଟି ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଶନିବାର ଏହା ସ୍ପଷ୍ଟ କରିଛନ୍ତି ।…
Read More...

ବିଜେପିକୁ ପୁଣି ଟାର୍ଗେଟ କଲେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ, ଅପରେସନ ଲୋଟସକୁ ନେଇ ଆଣିଲେ ଏଭଳି ଅଭିଯୋଗ

କନକ ବ୍ୟୁରୋ : ହିମାଚଳ ପ୍ରଦେଶ ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇସାରିଥିବା ବେଳେ ଖୁବଶୀଘ୍ର ଗୁଜରାଟ ପାଇଁ ମଧ୍ୟ ତାରିଖ ଘୋଷଣା ହେବ । ଏହାର ମଧ୍ୟରେ ଆମ୍ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ କଥା କଟାକଟି ଜୋର ଧରିଛି । ଏହି କ୍ରମରେ ଆମ୍ ଆଦମୀ ପାର୍ଟିର ନେତା ତଥା ଦିଲ୍ଲୀର ଉପ…
Read More...

ଗୁଜୁରାଟ ନିର୍ବାଚନ ପୂର୍ବରୁ ବିଜେପିର ୟୁନିଫର୍ମ ସିଭିଲ କୋଡ୍! ସ୍ୱତନ୍ତ୍ର କମିଟି ବନାଇବାକୁ ପ୍ରସ୍ତୁତି ।

କନକ ବ୍ୟୁରୋ: ଖୁବ୍ ଶୀଘ୍ର ହୋଇପାରେ ଗୁଜୁରାଟ ବିଧାନସଭା ନିର୍ବାଚନ । ଏଥିପାଇଁ ନିର୍ବାଚନ କମିଶନ ସବୁ ପ୍ରସ୍ତୁତି ସାରିଥିବାବେଳେ କେବଳ ମତଦାନର ତାରିଖ ଘୋଷଣା କରିବା ବାକି ରହିଛି । ଏହା ଭିତରେ ରାଜନୀତି ରଣକୌଶଳ ପ୍ରସ୍ତୁତ କରିଛି ବିଜେପି । ଗୁଜୁରାଟ ନିର୍ବାଚନ ପୂର୍ବରୁ ବିଜେପି ଏଠାରେ…
Read More...

ଓଲା ଓ ବଜାଜକୁ ଟକ୍କର ଦେବାକୁ ବଜାରକୁ ଆସିଲା ବାଜ୍ ର ଇଲେକ୍ଟ୍ରିକ ସ୍କୁଟର, ଶସ୍ତା ଦାମ ସାଂଗକୁ ଅଧିକ ମାଇଲେଜ୍

କନକ ବ୍ୟୁରୋ : ଦେଶରେ ଦିନକୁ ଦିନ ବିଦ୍ୟୁତ ଚାଳିତ ଯାନର ବ୍ୟବହାର ବଢିବାରେ ଲାଗିଛି । କିଛି ଛୋଟ ଛୋଟ ଅସୁବିଧାକୁ ବାଦଦେଲେ ବିଦ୍ୟୁତ ଚାଳିତ ଯାନ ପ୍ରତି ଲୋକମାନଙ୍କର ଆଗ୍ରହ ବି ବଢିବାରେ ଲାଗିଛି । ଏସବୁକୁ ନଜରରେ ରଖି ବିଦ୍ୟୁତ୍ ଚାଳିତ ଗାଡି ନିର୍ମାତାମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା…
Read More...

ପଞ୍ଜାବ ସରକାରଙ୍କ ବଡ ସଫଳତା, ଦେଶରେ ପ୍ରଥମଥର ପାଇଁ ନିର୍ମାଣ ହେଉଛି ବର୍ଜ୍ୟ ପ୍ଲାଷ୍ଟିକରୁ ସଡକ

କନକ ବ୍ୟୁରୋ : ବିଜ୍ଞାନ ଆଗଉଛି ତ ଟେକ୍ନୋଲୋଜୀ ବି ଆଗେଇ ଚାଲିଛି । ରାସ୍ତା ନିର୍ମାଣ ପାଇଁ ବ୍ୟବହୃତ ହେଉଥିବା ବାଲି ଗୋଡି ଓ ସିମେଣ୍ଟ ସ୍ଥାନରେ ଏବେ ବର୍ଜ୍ୟ ପ୍ଲାଷ୍ଟିକରେ ନିର୍ମାଣ ହେଉଛି ରାସ୍ତା । ଏହି ବର୍ଜ୍ୟ ପ୍ଲାଷ୍ଟିକକୁ ବ୍ୟବହାର କରି ପ୍ରଥମଥର ପାଇଁ ଦେଶର ପଞ୍ଜାବ ରାଜ୍ୟରେ…
Read More...

ଭାରତୀ ସିଂହ ଓ ହର୍ଷଙ୍କ ପାଇଁ ବଢିଲା ଅଡୁଆ । ଡ୍ରଗ୍ସ ମାମଲାରେ ୨ ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଏନସିବି ।

କନକ ବ୍ୟୁରୋ: କମେଡି କ୍ୱିନ୍ ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷଙ୍କ ଅସୁବିଧା ପୁଣିଥରେ ବଢିବାକୁ ଯାଉଛି । କାହିଁକି ନା, ଡ୍ରଗ୍ସ ମାମଲାରେ ଭାରତୀ ଓ ତାଙ୍କ ସ୍ୱାମୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଛି ଏନସିବି । ମିଳିଥିବା ସୂଚନା ମୁତାବକ, ଏନସିବି ଏହି କମେଡି କପଲଙ୍କ ନାଁରେ ୨୦୦…
Read More...

ବନ୍ଦେ ଭାରତ ଏକ୍ସପ୍ରେସ ପୁଣି ଦୁର୍ଘଟଣାଗ୍ରସ୍ତ । ଗାଈ ସହ ଧକ୍କା ପରେ ଭାଙ୍ଗିଲା ଟ୍ରେନର ଆଗପଟ ଅଂଶ ।

କନକ ବ୍ୟୁରୋ: ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ବନ୍ଦେ ଭାରତ ଏକ୍ସପ୍ରେସ୍ । ଗୁଜରାଟର ବଲସାଡରେ ଆଜି ପୁଣିଥରେ ଦୁର୍ଘଟଣାଗ୍ରସ୍ତ ହୋଇଛି ବନ୍ଦେ ଭାରତ ଏକ୍ସପ୍ରେସ୍ । ତେବେ ବଲସାଡ ଅଞ୍ଚଳର ଅତୁଲ ରେଳ ଷ୍ଟେସନରେ ବନ୍ଦେ ଭାରତ ଟ୍ରେନ ଏକ ଗାଈକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ବନ୍ଦେ ଭାରତ…
Read More...

ଏଲନ୍ ମସ୍କ ଓ ପରାଗ ଅଗ୍ରୱାଲ କିଭଳି ହୋଇଗଲେ ଶତ୍ରୁ? କେଉଁଠୁ ଆରମ୍ଭ ହୋଇଥିଲା ବିବାଦ?

କନକ ବ୍ୟୁରୋ: ଚଳିତ ବର୍ଷ ୨୦୨୨ ବହୁ ବଡ ଘଟଣାର ସାକ୍ଷୀ ହୋଇ ରହିଛି । ଗୋଟିଏ ପଟେ ଋଷ ଓ ୟୁକ୍ରେନ୍ ଭିତରେ ଯୁଦ୍ଧ ସାରା ଦୁନିଆରେ ଆତଙ୍କ ସୃଷ୍ଟି କରିଛି । ଅନ୍ୟପଟେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ଓ ମାଇକ୍ରୋ ବ୍ଲଗିଙ୍ଗ ସାଇଟ୍ ଟ୍ୱିଟର ଭିତରେ ହୋଇଥିବା ଡିଲ୍ ମଧ୍ୟ ଖୁବ୍…
Read More...

ଛଟ୍ ପୂଜା ପ୍ରସାଦ ପ୍ରସ୍ତୁତ ବେଳେ ସିଲିଣ୍ଡର ଫାଟିଲା, ୭ ପୋଲିସଙ୍କ ସମେତ ୨୫ ଜଣଙ୍କ ଅବସ୍ଥା ଗୁରୁତର

କନକ ବ୍ୟୁରୋ:  ଛଟ୍ ପୂଜା ପାଇଁ ପ୍ରସାଦ ପ୍ରସ୍ତୁତି ବେଳେ ଅଘଟଣ ।  ବିହାରର ଔରଙ୍ଗାବାଦରେ ଏକ ରୋଷେଇ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହେବା ପରେ ଏଥିରେ ୨୫ ଜଣ ଜଳିଯାଇଥିବା ଜଣାପଡିଛି । କେବଳ ଏତିକି ନୁହେଁ, ଅଗ୍ନିକାଣ୍ଡର ସୂଚନା ପାଇ ନିଆଁ ଲଭାଇବାକୁ ପହଞ୍ଚିଥିବା ୭ ଜଣ ପୋଲିସ କର୍ମୀଙ୍କ…
Read More...