Browsing Category

ଜୀବନଚର୍ଯ୍ୟା

ଏକୁଟିଆ ଥିବା ସମୟରେ ହୃଦଘାତ ଆସିଲେ କ’ଣ କରିବେ !

ହୃଦଘାତ କେତେବେଳେ କେଉଁ ସମୟରେ ଆସିଥାଏ ତାହା କହିବା ଅସମ୍ଭବ  । ଏମିତି ବି ପରିସ୍ଥିତି ଆସିପାରେ ଯେତେବେଳେ ଆପଣ ଏକାଟିଆ ଥିବା ସମୟରେ ହୃଦଘାତର ଶିକାର ହୋଇପାରନ୍ତି  । ତେବେ ଜାଣନ୍ତୁ ଏପରି ସ୍ଥଳେ କଣ କରିବେ  । • ଭୂମି ଉପରେ ସିଧା ଶୋଇ ରୁହନ୍ତୁ । ବେଶି ହଲଚଲ ନହେବା ପାଇଁ ଚେଷ୍ଟା…
Read More...

ଚାକିରୀ ପାଇଁ ହଁ କରିବା ପୂର୍ବରୁ ମନେ ରଖନ୍ତୁ ଏହି ୭ଟି କଥା! ନଚେତ୍ ବିପଦରେ ପଡିପାରନ୍ତି ଆପଣ

ଚାକିରୀ କରିବା କୌଣସି ସହଜ କଥା ନୁହେଁ । ଆଉ ଏହି ଅବସ୍ଥାରେ କୌଣସି ବି ନୁଆ ଅଫରକୁ ହଁ କରିବା ପୂର୍ବରୁ କିଛି ଗୁରୁତ୍ୱପୂର୍ଣ୍ଣ କଥା ଉପରେ ଆପଣଙ୍କୁ ଧ୍ୟାନ ଦେବା ଜରୁରୀ ଅଟେ । ତେବେ ଆସନ୍ତୁ ଜାଣିବା ସେ ସଂପର୍କରେ । ଛୁଟି ବିଷୟରେ ଖୋଲାଖୋଲି କଥା ହୁଅନ୍ତୁ ଆପଣ ଯେତେବେଳେ କୌଣସି ଚାକିରୀ…
Read More...

ଅଳ୍ପ ବୟସରୁ କେଶ ଧଳା ହୋଇ ଯାଇଥିଲେ, ଆପଣାନ୍ତୁ ଏହି ଘରୋଇ ଟିପ୍ସ !

ଆଜିକାଲି ମାନସିକ ବିଷାଦ ଓ ବିଭିନ୍ନ ପ୍ରକାର ଔଷଧ ଖାଇବା କାରଣରୁ ଅଳ୍ପ ବୟସରୁ ହିଁ ଅନେକ ଲୋକଙ୍କର କେଶ ଧଳା ହୋଇଯାଉଛି । କେଶ ଧଳା ହେବାରୁ ରକ୍ଷା ପାଇବା ପାଇଁ ଲୋକାମାନେ ବିଭିନ୍ନ ପ୍ରକାରର ରସାୟନ ସାମଗ୍ରୀର ବ୍ୟବହାର କରନ୍ତି । ଯାହାଦ୍ୱାରା କେଶ ଆଉ ଅଧିକ ଧଳା ହୋଇଯାଏ । କେସକୁ କଳା…
Read More...

ସ୍ୱାସ୍ଥ୍ୟ ପାଇଁ ହିତକର ଅଟେ ବାସୀ ରୁଟି : ଅଧ୍ୟୟନ

ଅଧିକାଂଶ ଲୋକଙ୍କ ଧାରଣା ରହିଛି କି ବାସି ଖାଦ୍ୟ ଖାଇଲେ ଶରୀର ଅସୁସ୍ଥ ହୋଇଥାଏ । ହେଲେ ପ୍ରତ୍ୟେକ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହୋଇ ନଥାଏ । ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଅନ୍ୟ ବାସି ଖାଦ୍ୟ ତୁଳନାରେ ନିୟମିତ ବାସି ରୁଟି ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର ହୋଇଥାଏ । ବାସି ରୁଟିକୁ ନ ଫିଙ୍ଗି…
Read More...

ସହାରୀ ଜୀବନରେ କାହିଁକି ବଢୁଛି ଲିଭ୍ ଇନ୍ ସଂପର୍କ ! ଜାଣନ୍ତୁ ଏହାର କାରଣ

ଆଜିକାଲି ବଡ ବଡ ସହରରେ ଏକ ସଂପର୍କ ଦୃତ ଗତିରେ ବଢି ଚାଲିଛି । ତାହା ହେଉଛି ଲିଭ୍ ଇନ୍ ରିଲେସନ୍ । ବିଭିନ୍ନ କାରଣକୁ ଆଖି ଆଗରେ ରଖି ସୁପ୍ରିମକୋର୍ଟ କହିଥିଲେ ଲୋକମାନେ ଏହି ସଂପର୍କକୁ ଗ୍ରହଣ କରିବା ଉଚିତ୍ । ତେବେ ଏମିତି କେଉଁ କାରଣ ରହିଛି ଯେଉଁଥି ପାଇଁ ଆଜିର ଯୁବପିଢୀ ଏହି ସଂପର୍କକୁ…
Read More...

ପ୍ରତ୍ୟେକ ପୁରୁଷଙ୍କ ଜୀବନରେ ଜଣେ ଭଲ ମହିଳା ବନ୍ଧୁ ରହିବା ଦରକାର ! କାହିଁକି ଜାଣନ୍ତୁ

କୁହାଯାଏ କି, ଜଣେ ପୁରୁଷର ସଫଳତା ପଛରେ ଜଣେ ମହିଳାର ହାତ ଥାଏ । ତେବେ ସେ ହାତ ମା’ର କିମ୍ବା ପତ୍ନୀ କିମ୍ବା ପ୍ରିୟ ବାନ୍ଧବୀର ହୋଇ ଥାଇପାରେ । ଆଜ୍ଞା ହଁ ! ଜଣେ ପୁରୁଷ ପାଇଁ ତାର ଜୀବନରେ ଜଣେ ମହିଳା ରହିବା ବହୁତ ଜରୁରୀ ଅଟେ । କାରଣ ଜଣେ ନାରୀ ପାଇଁ ଜଣେ ପୁରୁଷ ତାର ଭାବନାତ୍ମକ ରୁପରେ…
Read More...

ଯାତ୍ରା ସମୟରେ ବାନ୍ତି ଲାଗୁଛି କି ? ଆପଣାନ୍ତୁ ଏହି ଘରୋଇ ଉପଚାର

ଅନେକ ଲୋକ ବୁଲିବାକୁ ତ ପସନ୍ଦ କରନ୍ତି କିନ୍ତୁ ବାନ୍ତି ଭୟରେ ଯାଆନ୍ତି ନାହିଁ । ତେବେ ଚିନ୍ତା କରନ୍ତୁ ନାହିଁ । କାରଣ ଆପଣଙ୍କ ରୋଷେଇ ଘରେ ହିଁ ଅଛି ଏହାର ଉପଚାର । ଯାହାକୁ ବ୍ୟବାହାର କଲେ ଯାତ୍ରା ସମୟରେ ବାନ୍ତି ସମସ୍ୟାରୁ ମୁକ୍ତି ପାଇପାରିବେ । ଅଦା : ଅଦାରେ ଆଣ୍ଟିମେନିକ୍ ଗୁଣ ଥାଏ ।…
Read More...

ହାତରେ ଖାଦ୍ୟ ଖାଇବାର ୫ ଟି ଲାଭ, ଜାଣିଲେ ଛାଡିଦେବେ ଚାମଚ ଓ କଣ୍ଟାରେ ଖାଇବା ! 

ପୁରଣା ସମୟରୁ ଭାରତୀୟ ପରମ୍ପରାରେ ହାତରେ ଖାଇବା ଚାଲି ଆସିଛି । କିନ୍ତୁ ଏବେ ପଶ୍ଚିମୀ ସଭ୍ୟତା ପ୍ରତି ଆକର୍ଷିତ ହୋଇ ଚାମଚ ଛୁରି ଓ କଣ୍ଟାରେ ଖାଦ୍ୟ ଖାଉଛନ୍ତି ଲୋକେ । ଏହାସହ କିଛି ଲୋକ ହାତରେ ଖାଇବାକୁ ଅସ୍ୱାସ୍ଥ୍ୟକର ଭାବନ୍ତି । ଆୟୁର୍ବେଦ ଅନୁସାରେ ହାତକୁ ଭଲଭାବରେ ଧୋଇ ଖାଦ୍ୟ ଖାଇଲେ…
Read More...

ଜୀବନରେ ସଫଳତା ଚାହୁଁଛନ୍ତି କି, ତେବେ ବଦଳାନ୍ତୁ ନିଜ ଶୋଇବାର ଢଙ୍ଗ ! 

ଦିନସାରା କାମ କରିବା ପରେ ରାତିରେ ଭଲ ନିଦରେ ଶୋଇବା ସମସ୍ତଙ୍କ ପାଇଁ ଜରୁରୀ । ଯଦି ଆପଣ ଠିକରେ ଶୋଇ ପାରୁ ନାହାନ୍ତି ତେବେ କୌଣସି ବି କାମ ଠିକରେ କରିପାରିବେ ନାହିଁ । କେବେ କେବେ ଶୋଇବାର ଭୁଲ ଭଙ୍ଗୀ ଯୋଗୁଁ ଆପଣଙ୍କ ଗଳାରେ କଷ୍ଟ ଅନୁଭୂତ ହୁଏ । - ଯଦି ଆପଣଙ୍କ କାନ୍ଧ କି ଗଳାରେ କଷ୍ଟ…
Read More...

ପ୍ରଥମ ଦେଖାରେ ସାଥୀଙ୍କୁ ଭୁଲରେ ବି ପଚାରନ୍ତୁ ନାହିଁ ଏହି ପ୍ରଶ୍ନ !

ଯଦି ଆପଣ ପ୍ରଥମ ଥର ପାଇଁ କାହାକୁ ଡେଟ କରିବା ପାଇଁ ଯାଉଛନ୍ତି ଓ ଆପଣ ପ୍ରକୃତ ରୂପେ ସମ୍ପର୍କରେ ରହିବା ପାଇଁ ଚାହୁଁଛନ୍ତି ତେବେ ଭୁଲରେ ବି ପଚାରନ୍ତୁ ନାହିଁ ଏହି ପ୍ରଶ୍ନ, ନହେଲେ ଆପଣଙ୍କ ସମ୍ପର୍କ ଆରମ୍ଭ ହେବା ପୂର୍ବରୁ ଶେଷ ହୋଇଯିବ । - ଯଦି ଆପଣଙ୍କ ସାଥୀ କେଉଁଠି କାମ କରନ୍ତି, ତେବେ…
Read More...