ସୀମାନ୍ତ ଗାଁର ସତ : ଛତିଶଗଡ-ଓଡିଶା ସୀମାରେ ଦୁଇ ଗାଁ ବଡ ବୁରୁଦି ଓ ସାନ ବୁରୁଦି, ଛତିଶଗଡ ପଟ ଗାଁରେ ବିକାଶ ହିଁ ବିକାଶ; ହେଲେ ଏପଟେ ନାହିଁ ନାହିଁରେ ଚାଲିଛି ଓଡିଶାର ଗାଁ; ଶିକ୍ଷା, ସ୍ୱାସ୍ଥ୍ୟ, ଭିତିଭୂମି ସବୁଥିରେ ଛତିଶଗଡ ଗାଁ ଆଗୁଆ

13