ସାଉଦି ଆରବରେ ଡ୍ରୋନ୍ ଆକ୍ରମଣର ପ୍ରଭାବ: ବିଶ୍ୱ ବଜାରରେ ୧୩ ପ୍ରତିଶତ ବଢିଲାଣି ଅଶୋଧିତ ତୈଳ ଦାମ, ପ୍ରଭାବରେ ଭାରତରେ ପେଟ୍ରୋଲ ଓ ଡିଜେଲର ଦାମ୍ ବୃଦ୍ଧି, ମାସକ ଭିତରେ ବଢିପାରେ ୫ ରୁ ୬ ଟଙ୍କା ।

10