ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା ପାଇଁ ପ୍ରସ୍ତାବ : ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର; ବଡ ଦେଉଳ ଭିତରେ ଏବଂ ବାହାରେ ନୀତିକାନ୍ତି ସହ ଜଡ଼ିତ ରହୁଥିବାରୁ ମାନ୍ୟତା ପାଇଁ ଦାବି

8