ମଦ ବିକ୍ରି ପାଇଁ ପୁରସ୍କାର ପ୍ରସଙ୍ଗରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଲେ ଅବକାରୀ ମନ୍ତ୍ରୀ: ବିଧାନସଭାରେ କହିଲେ ନିଆଯାଇନି ସେଭଳି କୌଣସି ନିଷ୍ପତି, ମଦ ବିକ୍ରି ବନ୍ଦ ନେଇ ସରକାର ନିଷ୍ପତି ନେବେ କି ବୋଲି ଗୃହରେ ପ୍ରଶ୍ନ କଲେ ବିଧାୟକ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ।

10