ପିପିିଲି ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ରୁଦ୍ର ପ୍ରତାପ ମହାରଥୀ : ବିରାଟ ପଟୁଆରରେ ପିପିଲି ବିଜେଡି କାର୍ଯ୍ୟାଳୟରୁ ଆସି ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସରେ ଭରିଲେ ନାମାଙ୍କନ; ସେପଟେ କଂଗ୍ରେସ ଟିକେଟରେ ଅଜିତ ମଙ୍ଗରାଜଙ୍କ ନାମାଙ୍କନ ଦାଖଲ

12