ପଶ୍ଚିମବଙ୍ଗରେ ଚାଲିଛି ଅଷ୍ଟମ ତଥା ଶେଷପର୍ଯ୍ୟାୟ ଭୋଟ : ୩୫ ଆସନରେ ୨୮୩ ଜଣ ପ୍ରାର୍ଥୀ ଭାଗ୍ୟ ନିର୍ଧାରଣ କରିବେ ଭୋଟର; ମାଲଦା ଓ ମୁର୍ଶିଦାବାଦ ଜିଲ୍ଲାର ୧୭ ଆସନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା,୫ଟା ପରେ ଏକଜିଟ ପୋଲ ଉପରେ ନଜର

12