ଦିଲ୍ଲୀର ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣାରେ ନିଜକୁ ଦୀୟୀ କଲା ଜୈସ ଉଲ ହିନ୍ଦ୍ ଆତଙ୍କବାଦୀ ସଂଗଠନ । ବିସ୍ପୋରଣ ପୂର୍ବରୁ ରେକି କରିଥିଲେ ଆତଙ୍କୀ, ବନ୍ଦ ପଡିଥିଲା ସିସିଟିଭି । ଏନଆଇଏ କରିବ ଯାଂଚ । By smruti sangita giri On Jan 30, 2021 - 1:56 PM 9 Share 9 Share FacebookTwitterGoogle+WhatsAppTelegramEmailPrint