ରାମାଦେବୀ ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁ ମାମଲା । ସାମ୍ନାକୁ ଆସିଲା ଫାଷ୍ଟଫୁଡ ଦୋକାନରେ ଝରାଫୁଲ ଓ ରାକେଶଙ୍କ ସିସିଟିଭି ଭିଜୁଆଲ । ଫାଷ୍ଟଫୁଡ଼ ଖାଇବା ବେଳେ ବାନ୍ତି କରିଥିଲେ ଝରାଫୁଲ ।

11