ଫେବ୍ରୁଆରୀ ମାସ ପାଇଁ ଆସିଲା କରୋନା ଗାଇଡଲାଇନ । ଆସନ୍ତା ୧ରୁ ଖୋଲିବ ଅଙ୍ଗନବାଡି କେନ୍ଦ୍ର । ବିବାହ ଓ ଶେଷକୃତ୍ୟରେ ଯୋଗଦେଇପାରିବେ ୫୦୦ ଲୋକ । ପ୍ରାଇମେରୀ ସ୍କୁଲ ଖୋଲିବା ପାଇଁ ଆସିବ ଏସଓପି ।

17