ଡିଗ୍ରି ଇଂଜିନିୟର ବଡ଼ଦାଣ୍ଡର ଭିକାରୀ । ରିକ୍ସା ଚାଳକ ଓ ଭିକାରୀଙ୍କ ଗଣ୍ଡଗୋଳ ପରେ ସାମ୍ନାକୁ ଆସିଲା ସତ । ଥାନାରେ ଇଂରାଜୀରେ ଉଚ୍ଚକୋଟୀର ଏତଲାରୁ ଖୋଲିଲା ଗୁମର । ଇଂଜିନିୟରିଂ କଲେଜରେ ଥିଲେ ଅଧ୍ୟାପକ, ବାପା ଡିଏସପି ।

11