ବିବାହ ପୂର୍ବରୁ ବ୍ଲେଡ୍ ମାଡ଼ । ନୀଳଗିରି ତିନିକୋଶିଆରେ ବ୍ଲେଡ୍ ଆକ୍ରମଣ କରି ଲୁଟ୍ ଅଭିଯୋଗ । କାର୍ଡ ବାଂଟିବାକୁ ଯାଇଥିବାବେଳେ ଘଟିଲା ଅଘଟଣ । ଆକ୍ରମଣ ପଛରେ ପ୍ରେମ ସମ୍ପର୍କର ସଂପୃକ୍ତି ସନ୍ଦେହ ।

11