ଝାରଖଣ୍ଡ ଗାଲିଡ଼ିହ ବ୍ୟାରେଜରୁ ଜଳ ନିଷ୍କାସନ ପରେ ସୁବର୍ଣ୍ଣରେଖାରେ ବଢିଲା ଜଳସ୍ତର : ବୈତରଣୀ ଆଖୁଆପଦାରେ ବିପଦ ସଙ୍କେତ ଉପରେ ବହୁଛି ନଦୀ, ଯାଜପୁରରେ ଦଶରଥପୁରରେ ୫୦ ଫୁଟର ଘାଇ; ତଳିଆ ଅଂଚଳରେ ପଶିଲା ବନ୍ୟାପାଣି, ସୋରରେ ୨୦ଟି ଗାଁ ଜଳବନ୍ଦି

11