ଓଏମସିର ଦୁଇ ଲୁହାପଥର ଖଣିରୁ ଆରମ୍ଭ ହେଲା ଉତ୍ପାଦନ : ଗୁଆଳି ଓ ଜିଲଙ୍ଗ-ଲାଙ୍ଗଲୋଟା ଖଣିରୁ ଉତୋଳନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ; ଖଣି ଓ ଧାତବ ଶିଳ୍ପରେ ଓଡିଶା ଏକ ନମ୍ବର କେନ୍ଦ୍ର ହେବାକୁ ଯାଉଥିବା କହିଲେ ନବୀନ

8