ଆମେରିକା ରାଷ୍ଟ୍ରପତିଙ୍କୁ ଆଜି ରାଷ୍ଟ୍ରପତି ଭବନରେ ଦିଆଯିବ ସ୍ୱାଗତ ସମ୍ବର୍ଦ୍ଧନା : ହାଇଦ୍ରାବାଦ ହାଉସରେ ମୋଦିଙ୍କ ସହ ସାକ୍ଷାତ । ଅନେକ ଦ୍ୱିପାକ୍ଷିକ ପ୍ରସଙ୍ଗରେ ହେବ ବୁଝାମଣା । ମଧ୍ୟାହ୍ନରେ ଦୁଇ ମିଳିତ ସାମ୍ବାଦିକ ସମ୍ମିଳନୀ

11