ଦିନକୁ ଦିନ ଶୁଖିବାରେ ଲାଗିଛି ବ୍ରାହ୍ମଣୀ : ଚାଷ ଓ ପାନୀୟ ପାଇଁ ଜଳର ଅଭାବ ଏବେ ପାଲଟିଛି ଚିନ୍ତାର କାରଣ

32

କନକ ବ୍ୟୁରୋ : ଚିରସ୍ରୋତା ବ୍ରାହ୍ମଣୀ ନଦୀ ଦିନକୁ ଦିନ ତାର ସତ୍ତା ହରାଇବାକୁ ବସିଲାଣି । ନଦୀ ଗର୍ଭ ଶୁଖିବାକୁ ବସିଥିବାବେଳେ ଏବେ ଚିନ୍ତାରେ ଚାଷୀ । ଚାଷ ପାଇଁ ଜଳ ଅଭାବ ସାଙ୍ଗକୁ ପାନୀୟ ଜଳର ଅଭାବ ଏବେ ଚିନ୍ତାର କାରଣ ପାଲଟିଛି । ଅନ୍ୟପଟେ କଳକାରଖାନାଗୁଡିକ ନଦୀଗର୍ଭରୁ ଯେତିକି ଜଳ ଶୋଷିନେଉଛନ୍ତି ସେହି ଅନୁଯାୟୀ ନଦୀକୁ ଛାଡୁଥିବା ବିଷାକ୍ତ ଜଳ ବ୍ରାହ୍ମଣୀକୁ ପ୍ରଦୁଷିତ କରିଚାଲିଛି ।

ଦେଖନ୍ତୁ ଏହି ଭିଡିଓ –