ମହାନଦୀ କୂଳରେ କଥା ଆଉ ବ୍ୟଥା : ବିଜେଡିର ଦସ୍ତଖତ ଅଭିଯାନ,ନବୀନ କହିଲେ ମନମାନି ନ’ଛାଡିଲେ ଯିବୁ କୋର୍ଟ

13

କନକ ବ୍ୟୁରୋ : ମହାନଦୀ ପାଇଁ ବିଜେଡିର ରଣହୁଙ୍କାର । କଟକରୁ ଦଳ ଆରମ୍ଭ କରିଛି ଦସ୍ତଖତ ସଂଗ୍ରହ ଅଭିଯାନ । ଛତିଶଗଡ ନିର୍ମାଣ କରୁଥିବା ଡ୍ୟାମ ଯୋଗୁ ଓଡିଶାକୁ ମହାନଦୀ ପାଣି ମିଳିବ ନାହିଁ ବୋଲି ଦଳ ଅଭିଯୋଗ କରିଛି ।

ଉପକୂଳ ନେତା କଟକରେ ଶକ୍ତି ପ୍ରଦର୍ଶନ କରିଥିବା ବେଳେ ସମ୍ବଲପୁରରେ ଏକାଠି ହୋଇଥିଲେ ପଶ୍ଚିମ ଓଡିଶା ଚାଷୀ । ଛଡିଶଗଡ ଓ ଓଡିଶାର ଚାଷୀ ଉଭୟ ରାଜ୍ୟ ସରକାରଙ୍କୁ କରିଛନ୍ତି କଡା ସମାଲୋଚନା ।

ଦେଖନ୍ତୁ ଏହି ରିପୋର୍ଟ –