ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦି ୪ ଥର ଓଡିଶା ଆସିଛନ୍ତି । ଆଉ ଏହାକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି । ଆଗକୁ ମଧ୍ୟ ମୋଦି ସରକାରଙ୍କ ୭ ଜଣ ବରିଷ୍ଠ ନେତା ଓଡିଶା ଆସିବେ । ତେବେ ପ୍ରଶ୍ନ ଉଠୁଛି ବିଜେପିର ଏଭଳି ଲଗାତାର ଓଡିଶା ଗସ୍ତ କଣ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ଚ୍ୟାଲେଂଜ କରିପାରିବ ? ଆଉ ଓଡିଶାରେ କଣ ବିଜେଡି ଶାସନକୁ ହଟାଇ ପଦ୍ମ ଫୁଟାଇ ପାରିବ ? ଏହି ପ୍ରସଙ୍ଗକୁ ନେଇ ଆଜିର ବିଗଡିବେଟ ଓଡିଶାରେ କିଏ ଲୋକ ପ୍ରିୟ : –
Kanak News is now on WhatsApp
Join and get latest news updates delivered to you via WhatsApp