ବାହାନଗା ଟ୍ରେନ ଦୁର୍ଘଟଣା ପ୍ରସଙ୍ଗ: ମାମଲା ରୁଜୁ କଲା ସିବିଆଇ

835

କନକ ବ୍ୟୁରୋ : ବାହାନଗା ଟ୍ରେନ ଦୁର୍ଘଟଣା ପ୍ରସଙ୍ଗ । ମାମଲା ରୁଜୁ କଲା ସିବିଆଇ । ଆଜି ସିବିଆଇ ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣାସ୍ଥଳର ବାହାନଗାକୁ ଯାଇଥିଲା ସିବିଆଇ ଟିମ । ଟିମରେ ୧୦ରୁ ୧୨ଜଣ ସିବିଆଇ ଅଫିସର ସାମିଲ ଥିଲେ । ତେବେ କେଉଁ କାରଣରୁ ଏତେ ବଡ ଦୁର୍ଘଟଣା ହେଲା ତାର କାରଣ ଖୋଜୁଛି ସିବିଆଇ ।