ଜଗମୋହନ, ଗର୍ଭ ଗୃହ, ନାଟମଣ୍ଡପ ଓ ରତ୍ନ ଭଣ୍ଡାର ମରାମତି ପ୍ରସଙ୍ଗ : ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କଲେ ଆମିକସ…

କନକ ବ୍ୟୁରୋ : ଶ୍ରୀମନ୍ଦିର ଜଗମୋହନ, ଗର୍ଭ ଗୃହ, ନାଟମଣ୍ଡପ ଓ ରତ୍ନ ଭଣ୍ଡାର ମରାମତି ପ୍ରସଙ୍ଗ । ପୁରୀରେ ପହଞ୍ଚିଛନ୍ତି ଆମିକସକ୍ୟୁରୀ ଏନ୍.କେ ମହାନ୍ତି । ପୁରୀରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନା ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ…

ଦୁର୍ଘଟଣାର ଶିକାର ହୋଇଥିବା ବାଛୁରୀର ମୃତ୍ୟୁ : ଅନ୍ତିମ ସଂସ୍କାର ପାଇଁ ନେଉଥିବା ବେଳେ ଗାଡ଼ି ପଛେ ପଛେ ଧାଉଁଛି…

କନକ ବ୍ୟୁରୋ : ଭୁବନେଶ୍ୱର ଇନଫୋସିଟି ଅଞ୍ଚଳରେ ଦୁର୍ଘଟଣାର ଶିକାର ହୋଇଥିବା ବାଛୁରୀର ମୃତ୍ୟୁ ହୋଇଛି । ଆଉ ଏହି ବାଛୁରୀଟିକୁ ଅନ୍ତିମ ସଂସ୍କାର ପାଇଁ ଏକ ଗାଡ଼ିରେ ନେଉଥିବା ବେଳେ ତା’ ମା’ ଗାଡ଼ି ପଛେ ପଛେ ଧାଉଁଥିବାର ଦେଖିବାକୁ ମିଳିଛି । ସତରେ’ ମା’ ମମତାର ତୁଳନା ନାହିଁ । ସେ ମଣିଷ ହେଉ…

ଜେଲ ଭିତରେ ପଡିଲା ହାତଗଣ୍ଠି : କଏଦୀମାନେ ସାଜିଲେ ବରଯାତ୍ରୀ

କନକ ବ୍ୟୁରୋ : ଜେଲ ଭିତରେ ପଡ଼ିଲା ହାତଗଣ୍ଠି । କଏଦୀ ମାନେ ସାଜିଲେ ବରଯାତ୍ରୀ । ଭୋଜିଭାତ ସହ ବେଦମନ୍ତ୍ରରେ ହେଲା ବାହାଘର । ଭୁବନେଶ୍ୱର ଝାରପଡ଼ା ଜେଲ ଭିତରେ ଏଭଳି ଦୃଶ୍ୟ ଦେଖିବାକୁ ମିିଳିଛି । ଜଟଣୀ ଅଞ୍ଚଳର ଅକାଶ ନାୟକ ଜେଲରେ ଜଣେ ବିଚାରଧୀନ କଏଦୀ ଭାବେ ସଜା କାଟୁଥିବା ବେଳେ ତାଙ୍କର…

ଜନ୍ମଦିନରେ ମୋଦୀଙ୍କୁ ୮ ଚିତା ଉପହାର : ସ୍ୱତନ୍ତ୍ର ବିମାନରେ ଭାରତ ଆସିଲେ ଆଫ୍ରିକାର ଦ୍ରୁତ ଧାବକ ଚିତା

କନକ ବ୍ୟୁରୋ : ଅବସରରେ ଭାରତକୁ ଆସିଲେ ୮ଟି ଚିତା ବାଘ । ନାମିବ୍ୟାରୁ ସ୍ୱତନ୍ତ୍ର ବିମାନରେ ଆସି ଗୁଆଲିୟରରେ ପହଁଚିଛନ୍ତି ଚିତା । କିଛି ସମୟ ମଧ୍ୟରେ ସେମାନଙ୍କୁ ଚିନୁକ ହେଲିକପ୍ଟର ସହାୟତାରେ ମଧ୍ୟପ୍ରଦେଶର କୁନୋ ପାଲପୁର ଅଭୟାରଣ୍ୟରେ ନିଆଯିବ । ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…

ବ୍ରାହ୍ମଣୀ ନଦୀରେ କୁମ୍ଭୀର ମଣିଷ ଲଢ଼େଇ : ୧୫ ମିନିଟର ସଂଘର୍ଷ ପରେ ମୁକୁଳିଲେ ବ୍ୟକ୍ତି

କନକ ବ୍ୟୁରୋ : କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇରେ କୁମ୍ଭୀର ମଣିଷ ଲଢେଇ । ଅଳ୍ପକେ ବର୍ତ୍ତିଲେ ବବ୍ରୁବାହନ ଭୁୟାଁ । ବ୍ୟକ୍ତି ଜଣକ ବ୍ରାହ୍ମଣୀ ନଦୀକୁ ଶୌଚ ପାଇଁ ଯାଇଥିବା ବେଳେ ହଠାତ୍ କୁମ୍ଭୀର ଆକ୍ରମଣ କରିଥିଲା । ବବ୍ରୁବାହାନ କୁମ୍ଭୀର ସହ ପ୍ରାୟ ୧୫ ମିନିଟ୍ ଧରି ସଂଘର୍ଷ କରିଥିଲେ । ଯୁବକ…

ଆଜି ଦ୍ୱିତୀୟା ଓଷା : କଟକ ଗଡଚଣ୍ଡୀ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା

କନକ ବ୍ୟୁରୋ : ଆଜି ଦ୍ୱିତୀୟା ଓଷା । କଟକ ଗଡ଼ଚଣ୍ଡି ମନ୍ଦିରରେ ଦ୍ୱିତୀୟା ଓଷାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଏ । ଏହି ମନ୍ଦିରଟି ଯେତିକି ପୁରୁଣା ସେହିଭଳି ଏଠାରେ ରୀତିନୀତି ପରମ୍ପରା ମଧ୍ୟ ସେତିକି ପୁରୁଣା । ଓଷା ବ୍ରତ ହେଲେ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ । ବିଶ୍ୱାସ ଅଛି…