ଭାରତକୁ ଆସିବ ୟୁଏସ୍-୨ଆଇ୍ ଏୟାରକ୍ରାଫ୍ଟ : ଉଭୟ ସ୍ଥଳ ଓ ଜଳରେ ଦେଖାଇବ ପରାକ୍ରମ

କନକ ବ୍ୟୁରୋ : ଭାରତକୁ ଆସିବ ଜାପାନର ଶକ୍ତିଶାଳୀ ଆମ୍ପିବିୟସ୍ ଏୟାରକ୍ରାଫ୍ଟ ୟୁଏସ୍-୨ ଆଇ । ୧୦ହଜାର କୋଟି ଟଙ୍କା ମୂଲ୍ୟର ଏପରି ୧୨ଟି ଏୟାରକ୍ରାପ୍ଟ କିଣିବାପାଇଁ ଭାରତ ଯୋଜନା କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୧ରେ ଜାପାନ ଗସ୍ତ କରିବେ । ଏହି ସମୟରେ ମୋଦି ଓ ଜାପାନ…

ବିଜେପିର ପଂଚାୟତ ରଣକୈାଶଳ : ଆସନ୍ତା ୨୫ରେ ମହାସମାବେଶ, ଯୋଗଦେବେ ଅମିତ ଶାହା

କନକ ବ୍ୟୁରୋ : ବିଜେପିର ରଣକୈାଶଳ । ଟାର୍ଗେଟ ପଂଚାୟତ ନର୍ବାଚନ । ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଙ୍କ ନିକଟରେ ପହଁଚାଇବ ବିଜେପି । କିପରି ଦଳକୁ ତୃଣମୂଳ ସ୍ତରରୁ ମଜଭୁତ କରାଯାଇପାରିବ ସେ ନେଇ କ୍ଷେତ୍ର ପ୍ରସ୍ତୁତ କରିବାକୁ ବୈଠକ କରିଛି ବିଜେପି । ତା ସହିତ କେନ୍ଦ୍ର ସରକାରଙ୍କ ବିଭିନ୍ନ…

ଚରମ ସୀମାରେ ପାକିସ୍ତାନର ବର୍ବରତା : ପାକ ସେନାର ଗୁଳିରେ ଗୁରୁତର ୧୪ ମାସର ଶିଶୁ କନ୍ୟା

କନକ ବ୍ୟୁରୋ : ପାକିସ୍ତାନର ବର୍ବରତା ଚରମ ସୀମାରେ ପହଂଚିଛି । ଜମ୍ମୁ-କଶ୍ମୀର ସାମ୍ବା ସେକ୍ଟରରେ ପାକ୍ ସୈନ୍ୟଙ୍କ ଗୁଳିରେ ଆହତ ହୋଇ ଜୀବନ ସହ ଲଢୁୁଛି ପରୀ । ଦେଶ କଣ, ଶତ୍ରୁ ଦେଶ ପାକିସ୍ତାନ ଓ ନିଜର ଦେଶର ସୀମା କଣ, ତାହା ତାକୁ ଜଣାନାହିଁ । ଶତ୍ରୁପକ୍ଷର ଗୁଳି ଖାଇ ଯନ୍ତ୍ରଣାରେ ଛଟପଟ…

କଟକ ବାଲିଯାତ୍ରା ଆୟୋଜନ ବିବାଦ : ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲରେ ରିପୋର୍ଟ ଦାଖଲ କଲା ଜିଲ୍ଲା ପ୍ରଶାସନ

କଟକ : କଟକ ବାଲିଯାତ୍ରା ଆୟୋଜନ ବିବାଦ । ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲରେ ରିପୋର୍ଟ ଦାଖଲ କଲା ଜିଲ୍ଲା ପ୍ରଶାସନ । ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ମହାନଦୀ ଓ କାଠଯୋଡି ନଦୀ ପଠାରେ ବାଲିଯାତ୍ରା ଆୟୋଜନକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏ ପ୍ରସଂଗରେ କଟକ ଜିଲ୍ଲାପାଳ, ଜଳସଂପଦ ସଚିବ, ଓ ମୁଖ୍ୟ…

ଏକକାଳୀନ ୩ଟି ଏଟିଏମରୁ ଲୁଟ୍ : ୩୦ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ

କନକ ବ୍ୟୁରୋ : ଏକକାଳୀନ ୩ଟି ଏଟିଏମରୁ ଲୁଟ୍ । ଏଟିଏମ ଭାଙ୍ଗି ଗତକାଲି ବିଳମ୍ବିତ ରାତିରେ ୩୦ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ । ଭଦ୍ରକ ଜିଲ୍ଲା ରାଦିଆଁ ସ୍ଥିତ ଏସବିଆଇ, ଆକ୍ସିସ ଓ ଆଇସିଆଇସିଆଇ ବ୍ୟାଙ୍କ ଏଟିଏମରୁ ଲୁଟ୍ । ସେହିପରି କୁଆଁସ ବଜାରରେ ଥିବା ଏସବିଆଇ ଏଟିଏମରୁ…

ହୁଲି ଡଙ୍ଗାରେ ସ୍କୁଲ ଯାତ୍ରା : ଛାତ୍ରୀ ସାଜିଛନ୍ତି ନାଉରୀ

କନକ ବ୍ୟୁରୋ : ହୁଲି ଡଙ୍ଗାରେ ସ୍କୁଲ । ଜଳ ଭଣ୍ଡାର ଭିତରେ ନିଜେ ଯାତ୍ରା କରୁଥିବା ଡଙ୍ଗାର ନିଜେ ନାଉରୀ । ପାଠ ପଢିବାର ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଦୁର୍ଗମ ଜଙ୍ଗଲ ଓ ଜଳ ଭଣ୍ଡାରର ଅକାତ ପାଣି । ଦେଖନ୍ତୁ ୨ ଜଣ ଛାତ୍ରୀ କିଭଳି ସାପୁଆ ନାଆରେ ଆହୁଲା କରି ରେଙ୍ଗାଳି ଜଳଭଣ୍ଡାର ପାର ହୋଇ…