ଦିଲ୍ଲୀର ଡାକ୍ତରଖାନାରେ ଲାଗିଲା ନିଆଁ, ୨୦ ନବଜାତ ଶିଶୁଙ୍କୁ ସୁରକ୍ଷିତ ଉଦ୍ଧାର କଲା ଅଗ୍ନିଶମବାହିନୀ

କନକ ବ୍ୟୁରୋ: ଦିଲ୍ଲୀର ଅଗ୍ନିଶମବାହିନୀ ଜୀବନକୁ ବାଜିରେ ଲଗାଇ ୨୦ ନବଜାତ ଶିଶୁଙ୍କ ଜୀବନକୁ ବଞ୍ଚାଇଦେଇଛନ୍ତି । ଦିଲ୍ଲୀର ବୈଶାଳୀ ଅଞ୍ଚଳରେ ନ୍ୟୁ ବର୍ଣ୍ଣ ଚାଇଲ୍ଡ ଡାକ୍ତରଖାନାରେ ନିଆଁ ଲାଗିଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମବାହିନୀର ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଭିତରେ ଥିବା…

୨ ଦିନିଆ ରାୟଗଡା ଗସ୍ତରେ ଫାଇଭ-ଟି ସଚିବ। ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର କଲେ ସମୀକ୍ଷା

କନକ ବ୍ୟୁରୋ: ଜିଲ୍ଲା ପରେ ଜିଲ୍ଲା ଗସ୍ତ କରୁଛନ୍ତି ଫାଇଭ-ଟି ସଚିବ । ୨ ଦିନିଆ ରାୟଗଡା ଜିଲ୍ଳା ଗ୍ରସ୍ତରେ ଆସିଛନ୍ତି ଭିକେ ପାଣ୍ଡିଆନ । ଗ୍ରସ୍ତର ଦ୍ୱିତୀୟ ଦିନରେ ପାଣ୍ଡିଆନ ପଦ୍ମପୁର ଓ ଗୁଣପୁର ବ୍ଳକ ବୁଲି ଦେଖିଥିଲେ । ପ୍ରଥମେ ସଚିବ ହେଲିକପ୍ଟର ଯୋଗେ ପଦ୍ମପୁର ବ୍ଲକ ଅଂଚଳ ବୁଲି…

ସୁନ୍ଦରଗଡରେ ଅଛି ଜୁରାସିକ ଯୁଗର ପାହାଡ଼। ଜିଇଓ ହେରିଟେଜ୍ ମାନ୍ୟତା ପାଇଛି ଛେଙ୍ଗା ପାହାଡ

କନକ ବ୍ୟୁରୋ: ସୁନ୍ଦରଗଡ ପାଇଁ ଗୌରବ ଛେଙ୍ଗା ପାହାଡ । ଜିଇଓ ହେରିଟେଜର ମାନ୍ୟତା ପାଇଲା ସୁନ୍ଦରଗଡର ଛେଙ୍ଗା ପାହାଡ । ପାହାଡର ଆକୃତିକୁ ଦେଖି ସ୍ଥାନୀୟ ଲୋକେ ଏହାକୁ ଛେଙ୍ଗା ପାହାଡ ବୋଲି ନାମିତ କରିଥିଲେ । ତେବେ ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆର ସର୍ଭେରୁ ଜଣାପଡିଛି ଏହା କୌଣସି ସାଧାରଣ…

ଧାରଣାରେ ବସିଛନ୍ତି ଅମଲା, ହଇରାଣ ହେଉଛନ୍ତି ଜନତା। କର୍ମଚାରୀ ନଥିବାରୁ ଏମକେସିଜି ମେଡିକାଲରେ ମିଳୁନି ମୃତ୍ୟୁ…

କନକ ବ୍ୟୁରୋ: ଡାକ୍ତରଖାନାରୁ ମିଳୁନି ମୃତ୍ୟୁ ପ୍ରମାଣପତ୍ର । ଜଣଙ୍କ ମୃତ୍ୟୁ ପ୍ରମାଣ ପତ୍ର ପାଇଁ ୬ ଦିନ ଧରି ମେଡିକାଲକୁ ଧାଉଁଛନ୍ତି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ବ୍ଲକ ଗୋକର୍ଣ୍ଣପୁର ଗାଁର ସୁରେଶ ପ୍ରଧାନ । ହେଲେ ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ଡେଥ୍ ସାର୍ଟିଫିକେଟ୍…

ନକଲି ପୁଲିସକୁ ଗୋଡାଇ ପିଟିଲେ ଗ୍ରାମବାସୀ। ଗଞ୍ଜେଇ ଚାଲାଣ ଉପରେ ଚଢାଉ କରିବାକୁ କହି ଗାଁରେ ପଶୁଥିଲେ ନକଲି ପୁଲିସ

କନକ ବ୍ୟୁରୋ: ନିଜକୁ ପୋଲିସ ପରିଚୟ ଦେଇ ବାରମ୍ବାର ଗାଁକୁ ଆସୁଥିଲେ ଗୋଟିଏ ଟିମ୍ । ଗଂଜେଇ ଚୋରା ଚାଲାଣ ଉପରେ ଚଢାଉ କରିବାକୁ କହି ଲୋକଙ୍କ ଘରେ ପଶୁଥିଲେ । ଲୋକଙ୍କ ଡରାଇ ଧମକାଇ ଯାଞ୍ଚ କରିବା ଆଳରେ ଲୁଟ୍ କରୁଥିଲେ । ପରେ ଗାଁ ଲୋକଙ୍କ ହାବୁଡରେ ଧରାପଡିଯିବା ପରେ ନିର୍ଧୁମ ଛେଚା ଖାଇଛନ୍ତି…

ଭିଡ ଯୋଗୁଁ ବଗି ବଦଳାଇବାରୁ ବଞ୍ଚିଗଲା ଜୀବନ,  ବାହାନଗା ଦୁର୍ଘଟଣାରୁ ଜୀବନ ଫେରି ପାଇଲେ ବସ୍ତାର ଯୁବକ 

କନକ ବ୍ୟୁରୋ: ବାହାନଗାର ସେ ରକ୍ତ ରଞ୍ଜିତ ଦୁର୍ଘଟଣା ଅନେକଙ୍କ ପ୍ରାଣ ନେଲା ପରେ ଅଳ୍ପକେ ବର୍ତି ଯାଇଛନ୍ତି ବାଲଶ୍ୱର ବସ୍ତା ଅଞ୍ଚଳର ଯୁବକ । ସେଦିନର ସେଇ ଲୌହ ଦାନବର ତାଣ୍ଡବରୁ ବଞ୍ଚିଯିବା ପରେ ଯୁବକ ଜଣଙ୍କ କହିଛନ୍ତି ସେ, ମୃତ୍ୟୁ ମୁହଁରୁ ଜୀବନ ଧରି ଫେରିଛନ୍ତି । ମାମୁଁଙ୍କ ସହ…