ଡାହାଣୀ ସନ୍ଦେହରେ ଭାଉଜକୁ ହତ୍ୟା କଲା ଦିଅର । ମୟୂରଭଞ୍ଜ ଜିଲ୍ଲା ପୋଖରିଆ ଗାଁର ଘଟଣା ।

100

କନକ ବ୍ୟୁରୋ: ଡାହାଣୀ ସନ୍ଦେହରେ ଭାଉଜକୁ ହତ୍ୟା । ଦିଅର ଘଟାଇଲା ବିଭତ୍ସ ହତ୍ୟା । ମୟୂରଭଞ୍ଜ ଜିଲ୍ଲା ଯୋକା ପଞ୍ଚାୟତ ପୋଖରିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ଅବସ୍ଥାରେ ତାଙ୍କୁ ବାରିପଦା ନେଉଥିବା ବେଳେ ବାଟରେ ତାଙ୍କ ମୃତ୍ୟୁ ହୋଇଥିଲା । ଭାଉଜକୁ ଡାହାଣୀ ଲାଗୁଥିବା ସନ୍ଦେହ କରି ଅତି ଅମାନବୀୟ ଭାବେ ଦିୟର ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ସ୍ୱାମୀ । ଘଟଣା ସ୍ଥଳରେ ପୋଲିସ ପହଞ୍ଚିି ତଦନ୍ତ ଜାରି ରଖିଛି ।