Daily Archives

June 29, 2024

ଫାର୍ମ-ବି ର ନୂଆ ଉତ୍ପାଦ ‘ମିକ୍ସ ଛତୁଆ’ ର ବଜାର ପ୍ରବେଶ

କନକ ବ୍ୟୁରୋ : ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହୋଟେଲରେ ଓଡିଶାର ଅଗ୍ରଣୀ ଖାଦ୍ୟ ଉତ୍ପାଦନକାରୀ ଉଦ୍ୟୋଗ ବିଶ୍ୱେସର ଫୁଡସ୍ ପ୍ରାଇଭେଟ ଲିମିଟେଡ ଆନୁକୂଲ୍ୟରେ ତଥା ଫାର୍ମ-ବି ଦ୍ୱାରା ପ୍ରସ୍ତୁତ ଏକ ନୂଆ ଉତ୍ପାଦ ମିକ୍ସ ଛତୁଆର ବଜାର ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ମହିଳା ଉଦ୍ୟୋଗୀ…

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଲଢ଼େଇ । କିଏ ସାଜିବ ଭାରତର ଟ୍ରମ୍ପ କାର୍ଡ? ଏହିସବୁ ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର ।

କନକ ବ୍ୟୁରୋ: ୧୭ ବର୍ଷର ଅପେକ୍ଷାର ଅନ୍ତ ଘଟିବ । ନୂଆ ଇତିହାସ ରଚିବା ଲକ୍ଷ୍ୟରେ ଆଜି ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ୧୪୦ କୋଟି ଭାରତୀୟଙ୍କ ଆଶା, ଆକାଂକ୍ଷା, ବିଶ୍ୱାସ, ଭରସା ଆଉ ସ୍ୱପ୍ନ ଏବେ ୧୧ ଜଣ ଖେଳାଳୀଙ୍କ ଉପରେ ରହିଛି । ୨୦୦୭ରେ ଅନୁଷ୍ଠିତ ବିଶ୍ୱକପର ପ୍ରଥମ ସଂସ୍କରଣରେ ଭାରତ…

ଲଦାଖରେ ସେନା ଟ୍ୟାଙ୍କ ବୁଡି ୫ ଯବାନ ସହିଦ । ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ଗତକାଲି ଲଦାଖରେ ସେନା ଟ୍ୟାଙ୍କର ବୁଡି ୫ ଜଣ ଯବାନ ସହିଦ ହେବା ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି କି, ଦେଶର ସୁରକ୍ଷା ପାଇଁ ପ୍ରତିରକ୍ଷା ବାହିନୀ ସର୍ବଦା ପ୍ରସ୍ତୁତି ଅଭ୍ୟାସ କରିଥାଏ । ହେଲେ ଏଭଳି ଘଟଣା ସମସ୍ତଙ୍କୁ…

ଉତ୍ତର ପ୍ରଦେଶ ଉପ ନିର୍ବାଚନରେ ଓୱେସୀ- ପଲ୍ଲବୀ ମେଣ୍ଟ । ଜାଣନ୍ତୁ କଂଗ୍ରେସ ଓ ସମାଜବାଦୀ ମେଣ୍ଟ ର ସ୍ଥିତି

କନକ ବ୍ୟୁରୋ : ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସ ଓ ସମାଜବାଦୀ ପାର୍ଟି ମେଣ୍ଟ ଉତର ପ୍ରଦେଶରେ ବିଜେପିକୁ ପଛରେ ପକାଇଦେଇଛି । ଏବେ ପୁଣି ଉତ୍ତର ପ୍ରଦେଶର ୧୦ ଟି ବିଧାନସଭା କ୍ଷେତ୍ରରେ ଉପ ନିର୍ବାଚନ ହେବାକୁ ଯାଉଛି । ଏନେଇ ତାରିଖ ଘୋଷଣା ହୋଇନଥିଲେ ବି ମେଣ୍ଟ ରାଜନୀତି ଜୋର ଧରିଲାଣି ।…

ରଥଯାତ୍ରା ସୁରକ୍ଷା ପାଇଁ ଦାୟିତ୍ୱ ବଣ୍ଟା । ଗୁଇନ୍ଦା ନିର୍ଦ୍ଦେଶକଙ୍କ ସହ ବହୁ ଆଇପିଏସ ଅଫିସର ନିଯୁକ୍ତ,…

କନକ ବ୍ୟୁରୋ: ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ୨୪ ବର୍ଷ ପରେ ବିରଳ ରଥଯାତ୍ରା ହେବାକୁଥିବାବେଳେ ଏଥର ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି । ଘୋଷଯାତ୍ରା ପାଇଁ ହାତରେ ଆଉ ମାତ୍ର ୮ଦିନ । ତେଣୁ ସୁରକ୍ଷା ବ୍ୟବସ୍ଥା ପାଇଁ ଦାୟିତ୍ୱ ବଣ୍ଟା ହୋଇଛି । ରଥ ସୁରକ୍ଷା ପାଇଁ…

ବିଡିଓ ପରିଚୟ ଦେଇ ଅଧ୍ୟାପକଙ୍କୁ ଠକେଇ । ରାଜଧାନୀ ଉପକଣ୍ଠରେ ୨ ଅଧ୍ୟାପକ ୪୦ ହଜାର ଟଙ୍କା ଠକେଇର ଶିକାର ।

କନକ ବ୍ୟୁରୋ: ମାତିଲେ ସାଇବର ଠକ । ବିଡିଓ ପରିଚୟ ଦେଇ ଅଧ୍ୟାପକଙ୍କୁ ଲୁଟ୍ । ବାଲିପାଟଣା ବ୍ଲକ କୁରୁଞ୍ଜିପୁର ପଞ୍ଚାୟତ ଓଡଖଣ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨ ଜଣ ଅଧ୍ୟାପକ ସାଇବର ଲୁଟର ଶିକାର ହୋଇଛନ୍ତି । କଲେଜର ମାସ୍କ ବାବଦକୁ ଟଙ୍କା ଆସିଛି କହି ୨ ଅଧ୍ୟାପକଙ୍କଟାରୁ ୪୦ ହଜାର ଟଙ୍କା…