Daily Archives

June 29, 2024

ଉପାନ୍ତ ଅଂଚଳରେ କାହିଁକି ହେଉଛି ଶିଶୁ ମୃତ୍ୟୁ ? ରୋଗର କାରଣ ଖୋଜୁଛି କେନ୍ଦ୍ରୀୟ ଟିମ୍ ।

କନକବ୍ୟୁରୋ: ଉପାନ୍ତ ଅଂଚଳରେ କାହିଁକି ହେଉଛି ଶିଶୁ ମୃତ୍ୟୁ । କି ପ୍ରକାର ରୋଗ ନେଉଛି ଜୀବନ । ରୋଗର କାରଣ ଖୋଜୁଛି କେନ୍ଦ୍ରୀୟ ଟିମ୍ । ଆଜି କାଶୀପୁର ବ୍ଳକର ମନୁଷପଦର ଗାଁ ଓ କୋରାପୁଟ ଜିଳ୍ଳାର ବନ୍ଧୁଗାଁ ଗସ୍ତରେ ଆସିଛନ୍ତି କେନ୍ଦ୍ରୀୟ ଟିମ୍ । ଶିଶୁ ମୃତ୍ୟୁର କାରଣ ଖୋଜିବା ସହିତ…

ବନ୍ଧୁ ହେବ ତ ଏମିତି, ଆସନ୍ତୁ ଜାଣିବା ନିଆରା ବନ୍ଧୁଙ୍କ କାହାଣୀ

କନକବ୍ୟୁରୋ: ବନ୍ଧୁ , ଏ ଶବ୍ଦରେ କେତେ ଭାବ ରହିଛି ତାହା ଜଣାପଡେ ଯେତେବେଳେ କୃଷ୍ଣ ଓ ସୁଦାମାଙ୍କ କଥା କୁହାଯାଏ । ସେଇଥିପାଇଁ କୁହାଯାଏ ବନ୍ଧୁତ୍ୱଠାରୁ ଶ୍ରେଷ୍ଠ ସଂପର୍କ ବୋଧହୁଏ ଆଉ କିଛି ନୁହେଁ । ଏଭଳି ଏକ ବନ୍ଧୁତ୍ୱପୂର୍ଣ୍ଣ କାହାଣୀ ଆସିଛୁ ସୁନ୍ଦରଗଡରୁ । ବନ୍ଧୁଙ୍କ ଅବର୍ତମାନରେ ତାଙ୍କ…

ଓଡିଶାରେ ପଡିବ କି ଡବଲ ଇଞ୍ଜିନ ସରକାରର ଡବଲ ପ୍ରଭାବ ? ଦିଲ୍ଲୀରେ ପ୍ରସ୍ତୁତ ହେଲା ଓଡିଶା ବିକାଶର ବ୍ଲୁପ୍ରିଣ୍ଟ ।

କନକ ବ୍ୟୁରୋ: ୩ ଦିନିଆ ଗସ୍ତରେ ଦିଲ୍ଲୀ ଯାଇ ବିଜେପିର ଶୀର୍ଷ ନେତାଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡା । ଆଜି ଶେଷଦିନରେ ମୋହନ ମାଝୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ…

ଧର୍ମଶାଳାର ରଙ୍ଗଶାଳା ! ବେଆଇନ ଢାବାକୁ ନେଇ ବଢୁଛି ଚର୍ଚ୍ଚା । ସ୍ଥାନୀୟ ଲୋକଙ୍କ ଅଭିଯୋଗ- ଅୟସ କରୁଥିଲେ ଧନୀ,…

କନକ ବ୍ୟୁରୋ: ଧର୍ମଶାଳା ଭବନ ପରିସରର ବଲେ ବଲେ ଢାବାରେ ଲଟକା ଲାଗିବା ପରେ ଏହାକୁ ଖାଲି କରିଛନ୍ତି କର୍ମଚାରୀ । ଗୋଟି ଗୋଟି କରି ଆସବାବପତ୍ର ହଟାଇଛନ୍ତି । ଆଉ ଏହାର ଆରମ୍ଭ ହୋଇଛି ଫୁଡ କୋର୍ଟରୁ । ତେଣୁ ପ୍ରଶ୍ନ ଉଠୁଛି ଭଙ୍ଗା ହେବ କି ବେଆଇନ ନିର୍ମାଣ? କ’ଣ ରହିବ ବ୍ଲକ ପ୍ରଶାସନ…

ବିଜେଡି-ବିଜେପି ସରିଲା ସମଦୂରତା ! ହାତରୁ କ୍ଷମତା ଯିବା ପରେ ବଦଳିଲା କି ବିଜେଡିର ଆଭିମୁଖ୍ୟ ? ଯାହା ୧୦ ବର୍ଷରେ…

କନକ ବ୍ୟୁରୋ: ୧୦ବର୍ଷ ପରେ ବଦଳିଲା କି ବିଜେଡିର ଆଭିମୁଖ୍ୟ? କେନ୍ଦ୍ରରେ ବିଜେପି ସରକାର ଗଢ଼ିବା ଦିନ ଠାରୁ ଯାହା କେବେ ଦେଖିବାକୁ ମିଳିନଥିଲା, ଓଡିଶାରେ ବିଜେଡି କ୍ଷମତାରୁ ଯିବା ପରେ ପ୍ରଥମ ଥର ପାଇଁ ରାଜ୍ୟସଭାରେ ତାହା ଦେଖିବାକୁ ମିଳିଛି । ୧୦ ବର୍ଷ ହେଲା ସଂସଦରେ ବିଜେଡି କେବେ ବିଜେପି…

ଦିନକ ପରେ ମୋହନ ସରକାରଙ୍କ ଜନତା ଦରବାର । ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି କରିବେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ: ଦିନକ ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆରମ୍ଭ ହେବ ଜନଶୁଣାଣି । ଲାଗିବ ମୋହନ ମାଝୀଙ୍କ ଜନତା ଦରବାର । ସେଥିପାଇଁ ଭୁବନେଶ୍ୱର ୟୁନିଟ-୫ ଅଂଚଳରେ ଥିବା ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ପ୍ରସ୍ତୁତ କରାଯାଉଛି । ରାଜଭବନରୁ ଏଜି ଛକ ମଧ୍ୟରେ ଥିବା ମୁଖ୍ୟମନ୍ତ୍ରୀ…