Daily Archives

June 27, 2024

ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତିଙ୍କ ସମ୍ୱୋଧନ । ପେପର ଲିକ ପ୍ରସଙ୍ଗ ଉଠାଇ କହିଲେ, ଘଟଣାରେ ହେବ ନିରପେକ୍ଷ ଯାଞ୍ଚ…

କନକ ବ୍ୟୁରୋ: ସଂସଦର ମିଳିତ ଅଧିବେଶନକୁ ସମ୍ୱୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ରାଷ୍ଟ୍ରପତି ବିଭିନ୍ନ ପ୍ରସଙ୍ଗ ଉପରେ ନିଜ ମନ୍ତବ୍ୟ ରଖିଛନ୍ତି। ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି। ଏଥିସହ ଗ୍ରାମୀଣ ତଥା କୃଷି…

ବିବାହିତା ମହିଳାଙ୍କୁ ଚାକିରି ନଦେବା ନେଇ ଅଡୁଆରେ ଆପଲ ଅନୁବନ୍ଧିତ କମ୍ପାନୀ ଫକ୍ସକନ୍ । ତାମିଲନାଡୁର ସଂସ୍ଥାକୁ ନେଇ…

କନକ ବ୍ୟୁରୋ: ବିବାହିତା ମହିଳାଙ୍କୁ ଚାକିରି ମନା । ଏଭଳି ଅଜବ ନିୟମ ଆଣି ଚର୍ଚ୍ଚାରେ ଆପଲ୍ କମ୍ପାନୀ । ଭାରତରେ ଥିବା ଆପଲର ଏକ ସଂସ୍ଥା ବିବାହିତ ମହିଳାଙ୍କୁ ଚାକିରି ଦେବାକୁ ମନା କରିଦେଇଛି । ବିବାଦ ବଢିବା ପରେ ଏବେ ପୁରା ଘଟଣାକୁ ନେଇ ରିପୋର୍ଟ ମାଗିଛି କେନ୍ଦ୍ର । ବିବାହିତା…

ସଂସଦରୁ ସେଙ୍ଗୋଲ ହଟାଇବାକୁ ବିରୋଧୀଙ୍କ ଦାବି । ରାଜତନ୍ତ୍ରର ପ୍ରତୀକ ସେଙ୍ଗୋଲର ଗଣତନ୍ତ୍ର ମନ୍ଦିରରେ ସ୍ଥାନ ନାହିଁ…

କନକ ବ୍ୟୁରୋ: ନିର୍ବାଚନ ପରେ ଚାଲିଛି, ଲୋକସଭାର ପ୍ରଥମ ଅଧିବେଶନ। ସାଂସଦଙ୍କ ଶପଥ ଗ୍ରହଣ, ବାଚସ୍ପତି ନିର୍ବାଚନ ପରେ ଗୁରୁବାର ବସିଛି ସଂସଦର ମିଳିତ ଅଧିବେଶନ । ଏସବୁ ଭିତରେ ସଂସଦରେ ସ୍ଥାପିତ ସେଙ୍ଗୋଲକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି। ସଂସଦରୁ ସେଙ୍ଗୋଲ ହଟାଇବା ଦାବି କରି ବିରୋଧୀ…

ମହାପ୍ରଭୁ କରୁଛନ୍ତି ମାନବୀୟ ଲୀଳା । ଜ୍ୱରରେ ପଡିଛନ୍ତି ମହାବାହୁ । ଜାଣନ୍ତୁ, କେମିତି ପ୍ରସ୍ତୁତ ହୁଏ ଫୁଲୁରୀ ତେଲ?

କନକ ବ୍ୟୁରୋ: ମହାପ୍ରଭୁ କରୁଛନ୍ତି ମାନବୀୟ ଲୀଳା । ଜ୍ୱରରେ ପୀଡିତ ହୋଇଥିବାରୁ ମହାପ୍ରଭୁଙ୍କ ଗୁପ୍ତସେବା କରୁଛନ୍ତି ଦଇତାପତି । ଆଜି ଶ୍ରୀଜୀଉଙ୍କ ଶରୀରରେ ଲାଗି ହେବ ଫୁଲୁରୀ ତେଲ । ଅନବସର ସମୟରେ ବଡଓଡିଆ ମଠରୁ ପ୍ରତିବର୍ଷ ଯୋଗାଇ ଦିଆଯାଇଥାଏ ସୁଗନ୍ଧଭରା ଫୁଲୁରୀ ତେଲ ।ଦଇତାପତି ସେବକ…

ଅସମ୍ଭବ ନୁହେଁ ମଦ ବ୍ୟାନ । ରାଜସ୍ୱ ଆଦାୟ ପାଇଁ ଅଛି ବିକଳ୍ପ ବ୍ୟବସ୍ଥା । ମନ୍ତ୍ରୀଙ୍କ ବୟାନ ପରେ ବଢିଲା…

କନକ ବ୍ୟୁରୋ: ମଦ ଉଜାଡିଦେଇଛି ସବୁକିଛି । ଛାରଖାର କରିଦେଇଛି ସୁନାର ସଂସାର । ମାତ୍ର କେଇ ଦିନରେ ସବୁ କିଛି ହରାଇଛନ୍ତି ଦୀନା କେରେଇ । ଭୁବନେଶ୍ୱରର ବସ୍ତିରେ ରହନ୍ତି ଦୀନା । ସ୍ୱାମୀ ଓ ଦୁଇ ଛୁଆଙ୍କ ସହ ହସ ଖୁସିରେ ଚାଲିଥିଲା ପରିବାର । କିନ୍ତୁ କିଏ ବା ଜାଣିଥିଲା ଏହି ମଦ ସବୁକିଛି…

ଅସରାଏ ବର୍ଷାରେ ଘାଇଲା ରାଜଧାନୀ । କାହିଁକି ଉପୁଜୁଛି ଏପରି ସ୍ଥିତି? ଏଥିପାଇଁ ଦାୟୀ କିଏ?

କନକ ବ୍ୟୁରୋ: ଅସରାଏ ଛେଚା ବର୍ଷା, ବଦଳିଗଲା ସ୍ମାର୍ଟ ସିଟି ଭୁବନେଶ୍ୱର ରାସ୍ତାର ଚିତ୍ର । ରାସ୍ତାରେ କେଉଁଠି ଆଣ୍ଠୁଏ ତ କେଉଁଠି ଅଣ୍ଟାଏ ପାଣି, ଡ୍ରେନ ଉପରେ ଚାଲିଲା ପାଣିର ସୁଅ । ଫସିଗଲା କାର, ବସ, ବୁଡ଼ିଗଲା ବାଇକ୍ । ନାହିଁ ନଥିବା ସମସ୍ୟା ଭୋଗିଲେ ରାଜଧାନୀବାସୀ । ଏବେ ବର୍ଷା ଉଠାଇଲେ…