Daily Archives

June 25, 2024

କାଲିଠୁ ଆସୁଛି ବଡ ବର୍ଷା! ୫ ଦିନ ପାଇଁ ଆଲର୍ଟ

କନକ ବ୍ୟୁରୋ: ମରୁଡି ଆଶଙ୍କା ଭିତରେ ଆସନ୍ତାକାଲିଠାରୁ ୫ ଦିନ ପାଇଁ ସାରା ରାଜ୍ୟରେ ବର୍ଷାର ଚେତାବନୀ ଦେଇଛି ପାଣିପାଗ ବିଭାଗ । କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି । ବିଜୁଳ ଘଡଘଡି ଓ ପବନର ୟେଲୋ ଆଲର୍ଟ ବି ଜାରି କରିଛି ପାଣିପାଗ ବିଭାଗ । ବଙ୍ଗୋପସାଗରରେ…

ରୋଗୀଙ୍କୁ ଭଲ ବ୍ୟବହାର ଦେଖାଇବା ଉପରେ ଗୁରୁତ୍ୱ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ: ମୁନ୍ନା ଭାଇ ଏମବିବିଏସ୍ ସିନେମା ଦେଖିବା…

କନକ ବ୍ୟୁରୋ: ମନ୍ତ୍ରୀ ହେବା ପରେ ଆକ୍ସନରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସବୁବେଳେ ରୋଗୀ ଡାକ୍ତରଖାନାରେ ହନ୍ତସନ୍ତ ହେଉଥିବା ଖବର ସାମ୍ନାକୁ ଆସୁଛି । ଏହି ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀ ଏକ ଭଲ ପରାମର୍ଶ ଦେଇ କହିଛନ୍ତି, ମୁନ୍ନାଭାଇ ଏମବିବିଏସ୍ ଫିଲ୍ମ ଦେଖିବା ପାଇଁ । ଅର୍ଥାତ…

ଟ୍ରାଫିକ୍ ପୋଷ୍ଟରେ ଆଉ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିବନି: ନୂଆମନ୍ତ୍ରୀଙ୍କ ନୂଆ ପରିକଳ୍ପନା । ହଟିବ ରେଡ୍…

କନକ ବ୍ୟୁରୋ: ନୂଆ ସରକାର ଆସିଲେ । ପୂର୍ବ ସରକାର ଯେଉଁ ସବୁ ପ୍ରକଳ୍ପ କରିଥିଲେ, ସେସବୁ ଆଗକୁ ଜାରି ରହିବ କି ନାହିଁ, ତାକୁ ନେଇ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ଦେଖା ଦେଇଥିଲା । କିନ୍ତୁ ବିଜେପି ସରକାର ପୁରୁଣା ପ୍ରକଳ୍ପକୁ ଜାରି ରଖିବାକୁ ନିଷ୍ପତି ନେଇଛି । ଏହି ପ୍ରକଳ୍ପ ଭିତରେ ସବୁଠୁ ବଡ଼…

ନିଅଣ୍ଟିଆ ବର୍ଷା, ଶୁଖିଲାଣି ଜମି: ଟାଣ ଖରାରେ ଜଳି ଗଲାଣି ତଳି

କନକ ବ୍ୟୁରୋ: ବୈଶାଖ, ଜ୍ୟେଷ୍ଠ ଯାଇ ଆଷାଢ଼ ଅଧା ହେଲାଣି । କିନ୍ତୁ ଚାଷ କାର୍ଯ୍ୟ ଆଗେଇ ପାରୁନି । ଜୁନ୍ ମାସ ଆରମ୍ଭରୁ ଏପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ନିଅଂଟିଆ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ଆଗେଇ ପାରୁନଥିବା କୁହାଯାଉଛି । ଚାଷ ଆରମ୍ଭ ସମୟରେ ନିଅଂଟିଆ ବର୍ଷା ଚାଷୀଙ୍କ ଚିନ୍ତାକୁ…

ଏଥର ନବଯୌବନ ଦର୍ଶନ ବନ୍ଦ: ହେବନି ଦର୍ଶନ ଟିକେଟ, ଶ୍ରୀମନ୍ଦିରରେ ପ୍ରବେଶ ମନା

କନକ ବ୍ୟୁରୋ: ଏଥର ହେବନି ନବଯୌବନ ଦର୍ଶନ । ଜୁଲାଇ ୭ ତାରିଖ ଗୋଟିଏ ଦିନରେ ନବଯୌବନ ଦର୍ଶନ, ନେତ୍ର ଉତ୍ସବ ଓ ରଥଯାତ୍ରା ପଡୁଥିବାରୁ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପରିଚାଳନା କମିଟି । ଏହି ସମୟରେ ଶ୍ରୀମନ୍ଦିର ଭିତରେ ଭକ୍ତ ପ୍ରବେଶ କରିପାରିବେ ନାହିଁ । ଟିକେଟ…

ସ୍ୱାଧୀନ ଭାରତରେ ପ୍ରଥମଥର: ଲୋକସଭା ବାଚସ୍ପତି ନିର୍ବାଚନ

କନକ ବ୍ୟୁରୋ: ତୁଟିଲା ପରମ୍ପରା । ସ୍ୱାଧୀନ ଭାରତରେ ପ୍ରଥମ ଥର ପାଇଁ ଦେଶ ଦେଖିବ ଲୋକସଭା ବାଚସ୍ପତି ପଦ ପାଇଁ ନିର୍ବାଚନ । ଏଥିପାଇଁ ଉଭୟ ଏନଡିଏ ଓ ବିରୋଧୀ ଇଣ୍ଡି ମେଂଟ ପ୍ରାର୍ଥୀ ଘୋଷଣା କରିଛନ୍ତି । ପ୍ରାର୍ଥୀଙ୍କୁ ନେଇ ସହମତି ପ୍ରକାଶ ନପାଇବା ପରେ କାଲି ନିର୍ବାଚନ ହେବାକୁ ଯାଉଛି ।…